February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ଅନିନ୍ଦ୍ୟ ସୁନ୍ଦରୀ- ପ୍ରିୟବ୍ରତ ପରିଡା*

 

ଅନିନ୍ଦ୍ୟ ସୁନ୍ଦରୀ
°°°°°°°°°°°°°°

ବର୍ଣ୍ଣିବି କିପରି ସୌନ୍ଦର୍ଯ୍ୟକୁ ତୁମ
ନ ପାଏ ତା ପରିଭାଷା,
ଦେଖିଣ ତୁମକୁ ଏ ବେଶରେ ଆଜି
ଜହ୍ନ ବି କରୁଛି ଇର୍ଷା ll

କୁରଙ୍ଗୀ ନୟନୀ ମଧୁର ଭାଷିନୀ
ଗଣ୍ଡଦେଶେ ସରୁ ଜାଇ,
ସତେ କି ଆସିଛ ସ୍ବର୍ଗର ଅପ୍ସରୀ
ତରୁଣୀର ରୂପ ନେଇ ll

ରକ୍ତ ବର୍ଣ୍ଣ ସମ କୁବ୍ଲକ ଓଷ୍ଠରେ
ସ୍ମିତ ହାସ୍ୟ ଶୈବଳିନୀ,
ସତେ ତୁମ ଉଷ୍ମ ଅଧରେ ଶୁଭୁଛି
କମ୍ପନର ପ୍ରତିଧ୍ୱନି ll

କର୍ଣ୍ଣଦେଶେ ସଂଲଗ୍ନ କର୍ଣ୍ଣଭୂଷଣ
ଲଲାଟେ ଚନ୍ଦ୍ରମା ବିନ୍ଦୁ,
କଜ୍ଜ୍ୱଳ କୁନ୍ତଳେ କେଶର ବିନ୍ୟାସ
ସତେ ଲାଗ ତୁମେ ଇନ୍ଦୁ ll

ଗଳାରେ ଶୋଭୁଛି ସ୍ବର୍ଣ୍ଣର ଜଞ୍ଜିର
ଗୌର ତନେ ନାଲି ବସ୍ତ୍ର,
ସୌନ୍ଦର୍ଯ୍ୟେ ଶୋଭିତ ଅବା ପାରିଜାତ
ଭ୍ରମେ ପଡ଼େ ଦୁଇ ନେତ୍ର ll

ରୂପ ମାଧର୍ଯ୍ୟ ପରିପ୍ଲୁତ ଯୌବନ
ସତେ କି ଲାବଣ୍ୟବତୀ,
ଅଙ୍ଗେ ଅଙ୍ଗେ ସଞ୍ଚି ଶବ୍ଦ ସୁଧାନିଧି
ଢାଳୁଅଛି ପ୍ରେମ ପ୍ରୀତି ll

 1,246 total views,  3 views today

23 thoughts on “*ଅନିନ୍ଦ୍ୟ ସୁନ୍ଦରୀ- ପ୍ରିୟବ୍ରତ ପରିଡା*

  1. ବହୁତ ସୁନ୍ଦର କବିତା ଭାଇ।।।ବହୁତ ଭଲ ଲେଖୁଛନ୍ତି। ଜୟ ଜଗନ୍ନାଥ।।।

  2. ଆହା

    ଖୁବ୍ ସୁନ୍ଦର ରଚନା

    ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

    1. ଢ଼େର ସାରା ସ୍ନେହାଶିଷ ତୋତେ ଲୋ ❣️❣️

  3. ବାଃ ଚମତ୍କାର ଲେଖାଟିଏ |ମହମ ପରି ଖୁନ୍ଦି ଦେଇଛନ୍ତି ମନ ର ଭାଷା କୁ ❤️❤️ଆଳଙ୍କାରିକ ଶବ୍ଦ ସହ ତୁଳନାତ୍ମକ ଲେଖା ମଧ୍ୟ ଖୁବ ହୃଦୟସ୍ପର୍ଶୀ

Leave a Reply

Your email address will not be published. Required fields are marked *