*ସାରେ ଗାମା ପା ଧା ନି–ପବିତ୍ର ବେହେରା*

  ସାରେ ଗାମା ପା ଧା ନି ସା- ସାଗର ମଧ୍ୟରେ ତୁ ମୋତି ଫରୁଆ ଦେଲୁ ହୃଦୟକୁ ମୋହି, ରଙ୍ଗିତ ତରଙ୍ଗେ କଲୁ ଭୂମିକମ୍ପ ମିନର ନୟନେ ଚାହିଁ ।। ରେ- ରେଖିତ ଧାରାରେ ନାଲି ଓଢଣୀ ରେ ସୁଗନ୍ଧ ଗଲା ବିସ୍ତାରି, ତୋର ଅଭିଳାଷେ କରି ଉପବାସ ମନ ମୋ ଗଲା ବିଚାରି ।। ଗା-ଗ୍ରାମେ … Continue reading *ସାରେ ଗାମା ପା ଧା ନି–ପବିତ୍ର ବେହେରା*