*କଲମ–ରାକେଶ ରତନ ପ୍ରଧାନ*

  କଲମ ଫାଙ୍କା ଡାଏରୀର ନିରବ ଫର୍ଦକୁ ପୂ୍ର୍ଣତା ରେ ଭରିଦିଅ । ମନର ଭାବକୁ ଫଳକ ଉପରେ ତୋଳି ଧରି ଆଙ୍କି ଦିଅ ।। ନୁହେଁ ଯେ କେବଳ ଲେଖନୀ ଯନ୍ତ୍ର ଚାଲଇ ଶାଣିତ ଧାରେ । ଅସମ୍ଭବ କୁ ସମ୍ଭବ କରାଅ ଅସୀମ ବୁଦ୍ଧି ବଳରେ ।। ଧରା ରାଇଜେ ସବୁଠି ବଳୀୟାନ ଅଶୀ ଠାରୁ … Continue reading *କଲମ–ରାକେଶ ରତନ ପ୍ରଧାନ*