*ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ–ସୁଭଦ୍ରା ପଟ୍ଟାୟତ*

  **ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ* ତୋତେ ମୋ ରାଣ କାଳିଆରେ ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ । ଅତି ନିକଟରୁ ତୋ ଦରଶନ ଦେବୁ ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ । ତୋତେ ଭଲଲାଗେ ଷାଠିଏ ପଉଟି ମୋତେ ଭଲଲାଗେ ତୋ ଚକା ଆଖିଟି । ତୁ ମୋର ହୀରା ତୁ ମୋର ନୀଳା ତୁ ମୋର … Continue reading *ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ–ସୁଭଦ୍ରା ପଟ୍ଟାୟତ*