*ଯନ୍ତ୍ରଣା–ପାର୍ବତୀ ପ୍ରଧାନ*

ଯନ୍ତ୍ରଣା ******* ଫୁଟିବାକୁ ଯାଉଥିବା କଳିକା ଟି ମନରେ ସଞ୍ଚୁଥିଲା ଅସୁମାରୀ ଆଶା ଗୁଣୁଗୁଣୁ ହୋଇ ଗାଉଥିଲା ଜୀବନ ର ଗୀତି ମୃଦୁମଳୟର ସାଥେ ସାଥେ ଋତୁରାଜ ବସନ୍ତର ସ୍ପର୍ଶେ ଖିଲି ଖିଲି ହସ ହସି ନାଚିଉଠୁଥିଲା ଇନ୍ଦ୍ରଧନୁ ର ସାତ ରଙ୍ଗ ବୋଳି ହୋଇଯାଇଥିଲା ତା ଦେହ ମନରେ ମଧୁପ ର ମଧୁ ଗୁଞ୍ଜନ ରେ କୋଇଲି … Continue reading *ଯନ୍ତ୍ରଣା–ପାର୍ବତୀ ପ୍ରଧାନ*