*ଏଇତ ଜୀବନ–ନିର୍ମଳ ବାରିକ*

    ଏଇତ ଜୀବନ ___________________________ ଚତୁଃପାର୍ଶ୍ୱେ ପ୍ରତିକ୍ଷଣେ ନିରାଶା ର ରେଖା ଘାତ ପରେ ଘାତ ଦିଏ ହୃଦୟକୁ ବନ୍ଧୁର, କଣ୍ଟକିତ, ଅଙ୍କାବଙ୍କା ଜୀବନର ପଥେ ପାଦଟେ ବଢ଼ାଇ ପଡେ ଝୁଣ୍ଟିବାକୁ ll କାହାରି ଉପରେ କରି ହେଉନି ଭରସା ପ୍ରେମ କଲେ ମିଳୁଅଛି ଶକ୍ତ ଧକ୍କା ଆଗକୁ ଯିବାପାଇଁ କେହି ଦେଖାନ୍ତିନି ରାସ୍ତା ଗଡାଣିକୁ ଦେଖି … Continue reading *ଏଇତ ଜୀବନ–ନିର୍ମଳ ବାରିକ*