*କମଳା ରମଣ ପ୍ରଭୁ କମଳ ଲୋଚନ–ସୁଧାଂଶୁ କୁମାର ତ୍ରିପାଠୀ*

  କମଳା ରମଣ ପ୍ରଭୁ କମଳ ଲୋଚନ କମଳା ରମଣ ପ୍ରଭୁ କମଳ ଲୋଚନ ଆତୁର କଣ୍ଠ ରେ ପ୍ରଭୁ କରେ ନିବେଦନ ନାରାୟଣ ହେ………. ବାରେ କର୍ଣ୍ଣେ ଶୁଣ ମୋ’ ଜଣାଣ …ହେ।।୧।। ଗଜ ଡାକେ ଚକ୍ରେ ନକ୍ର କରିଛ ତାରଣ ଜଗତେ ବାଜୁଛି ବାଜା ଗଜଉଦ୍ଧାରଣ, ଆର୍ତ୍ତତ୍ରାଣ ହେ……….. ଆକୁଳେ ମୁଁ କରୁଛି କ୍ରନ୍ଦନ …..ହେ।।୨।। … Continue reading *କମଳା ରମଣ ପ୍ରଭୁ କମଳ ଲୋଚନ–ସୁଧାଂଶୁ କୁମାର ତ୍ରିପାଠୀ*