December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

ସବୁଦିନ୍‌ ମାନ୍‌ଲେ କେନ୍ତା ହେତା – ଲଛମନ ମାଝୀ

ସବୁଦିନ୍‌ ମାନ୍‌ଲେ କେନ୍ତା ହେତା 

“””””””””””””””””””””””””

        ଲଛମନ ମାଝୀ

ଦଶ୍‌ରା ଯେଇ କାର୍‌ତିକ୍‌ ଆଏଲା

       ମୁଲ୍‌ କଲାନା ଶୀତ୍‌ 

କାର୍‌ତିକ୍‌ ପେନ୍‌ ଗାଧିକରି ଲୋକ୍‌

      ଗାଏବେ ପୁରାନ ଗୀତ୍‌ ||

ଇ ମାସ୍‌କେ ପୁଇନ୍‌ ମାସ୍‌ ବଲି 

     ମାନ୍‌ସୁଁ ଭେଇ ସଭେ 

ଶୀତେ ଜାଡ଼େ କଟ୍‌ଲେଇ କରି

     ଯେନ୍‌ ଯାହାର୍‌ ଭାବେ || 

ଆମର୍‌ ପୁର୍‌ଷାକେ ହେତେଇ କରି

     ଡଙ୍ଗା ଭସାସୁଁ ଭାବେ 

ଇ କାର୍‌ତିକ୍‌ ମାସେ ବାହାରୁଥିଲେ

     ଉସତ୍‌ ହେଇ ସଭେ  ||

ପୁରାନ୍‌ ଶୁନ୍‌ସୁଁ ଗାଧି ପାଧି କରି

     ସକାଲୁନ୍‌ ଇ ଶୀତେ 

ଆଏଁସ୍‌ ବିସର୍‌ ଛାଡ଼ିଦେସୁଁ ଆମେ

     କାର୍‌ତିକ୍‌ ପୁନି ପତେ ||

ଇ ମାସ୍‌ ଲେଖେଁ ଆମେ ସବୁ ମାସ୍‌କେ

      ମାନ୍‌ଲେ କେନ୍ତା ହେତା 

କେତ୍‌ନି କେତେ ଜୀବ ବଚ୍‌ତା ଆରୁ

      ପୁଇନ ବି ତୋ ମିଲ୍‌ତା  ||

 ***********************

    ମହେନ୍ଦ୍ରପୁର,କଳାହାଣ୍ଡି

 2,024 total views,  9 views today

Leave a Reply

Your email address will not be published. Required fields are marked *