October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଫଗୁ ରଙ୍ଗରେ ଫଗୁଣ ଫେରିଛି – ସବିତା ତ୍ରିପାଠୀ*

ଫଗୁ ରଙ୍ଗରେ ଫଗୁଣ ଫେରିଛି 

ଫଗୁଣ ଆସିଛି ନେଇ
ରଙ୍ଗ ବେରଙ୍ଗ ର ଫଗୁ ରଙ୍ଗ
ନାଚୁଛି ଏ ମନ ନେଇ ଖାଲି
ପ୍ରୀତି ଛନ୍ଦ……
ମଳୟ ପବନ ବହେ
ପ୍ରତି ସ୍ପନ୍ଦନେ, ଆମ୍ବ ବଉଳର ବାସ୍ନା
ସାଥେ ମନ ନାଚିଯାଏ
କୋଇଲି ର କୁହୁ କୁହୁ ତାନେ…..
ପ୍ରେମେ ରଙ୍ଗେ ରଞ୍ଜିତ
ରାଧା କୃଷ୍ଣ ଯୁଗଳ
ଗୋପୀ ଗୋପାଳୁଣୀ ଙ୍କ ମେଳ
ନାନା ଫଳ ପୁଷ୍ପେ ସଜ୍ଜିତ……..
ଗାଁ ରେ ଲାଗିଛି ମେଲଣ
ଝୁଲାଇବା ଆଶା ରାଧା କୃଷ୍ଣ ଝୁଲଣ
ପ୍ରୀତି ରଙ୍ଗେ ମନ ଶିହରଣ
ଆଜି ପରା ଆସିଛି ଫଗୁଣ……
ରାଗ ଅଭିମାନ ସବୁ ଭୁଲିଯିବା
ଫଗୁଣ ରଙ୍ଗେ ଦେହ ଭିଜାଇବା
ପ୍ରୀତି ସ୍ପର୍ଶେ ମନ ହଜାଇବା
ପିଠା ପଣା ଖାଇ ହୋଲି ପରବ ପାଳିବା…….
ସବିତା ତ୍ରିପାଠୀ
ନଭିମୁମ୍ବାଇ, ମହାରାଷ୍ଟ୍ର 

Loading

10 thoughts on “*ଫଗୁ ରଙ୍ଗରେ ଫଗୁଣ ଫେରିଛି – ସବିତା ତ୍ରିପାଠୀ*

  1. I know this if off topic but I’m looking into starting
    my own blog and was wondering what all is needed to get set up?

    I’m assuming having a blog like yours would cost a pretty penny?

    I’m not very internet smart so I’m not 100% certain.
    Any recommendations or advice would be greatly
    appreciated.
    Appreciate it

  2. Thanks a lot for offering persons with this kind of impressive possiblity to check tips from This great site. It’s normally very pleasing and in addition packed with a good time for me Individually and my Workplace acquaintances to go looking your Web page virtually thrice in one week to begin to see the contemporary things you have acquired. And without a doubt, I am just usually contented for that outstanding thoughts served by you. Sure two details on this page are in fact the perfect I’ve had.

  3. Frequently I don’t go through put up on blogs, but I would like to say this create-up pretty compelled me to attempt to get it done! Your composing model has become astonished me. Thanks, rather good post.

Leave a Reply

Your email address will not be published. Required fields are marked *