March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ନାରୀ ସ୍ୱୟଂସିଦ୍ଧା – ଡ଼ ଲଷ୍ମୀକାନ୍ତ ଦାଶ

ନାରୀ ସ୍ୱୟଂସିଦ୍ଧା

 

ଡ଼ ଲଷ୍ମୀକାନ୍ତ ଦାଶ

**************************

 

ସ୍ୱୟଂସିଦ୍ଧା ତୁମେ ପ୍ରଜ୍ଞା ପ୍ରତ୍ୟୁତ୍ପନ୍ନ

ସ୍ନେହମୟୀ ପ୍ରୀତିମୟୀ

ଆଲ୍ଲାଦିନୀ ଶକ୍ତି ଉଦ୍ଭିନ୍ନ ହୁଏ ଯେ

ପ୍ରେମମୟୀ ଯୋଗମୟୀ (1)

 

ପରିପୂର୍ଣ୍ଣା ତୁମେ ଚୈତ ଚେତନାରେ

ସୌଭାଗ୍ୟେ ତ୍ୟାଗର ମୂର୍ତ୍ତି

ଅପ୍ରକାଶ୍ୟ ତୁମ ଜ୍ୟୋତି ବାରିଧାରା

ମନ୍ତ୍ରମୁଗ୍ଧ ତୁମ ପ୍ରୀତି (2)

 

ସମ୍ପାଦନ କର ସରଳ ସ୍ଵଭାବେ

ଶ୍ରଦ୍ଧାରେ ସାର୍ଥକ ହୋଇ

ପରିପୂର୍ଣ କର ଉଦର କନ୍ଦର

ନିଜେ ଅନ୍ନପୂର୍ଣ୍ଣା ହୋଇ (3)

 

ଜୀବନ ନୈବେଦ୍ୟ ଜୀବନ୍ୟାସ ପାଏ

ପ୍ରୀତିଅଙ୍ଗ ସ୍ପର୍ଶ ପାଇ

ସିନ୍ଥିର ସୌଭାଗ୍ୟ ସୌମ୍ୟକାନ୍ତି ହୁଏ

ପତିବ୍ରତା ମନ ନେଇ (4)

 

ଜନ୍ମଜନ୍ମାନ୍ତରେ କାର୍ପଣ୍ୟ ହୁଅନା

ପ୍ରେମ ପ୍ରିୟ ପରଶରେ

ସାଧନା ତୁମର ଦିବ୍ୟଦୀପ୍ତି ପାଏ

କୟାକଳ୍ପ ହୃଦୟରେ (5)

 

ଶ୍ରଦ୍ଧାଯୁକ୍ତା ତୁମେ ଉଦାର ମନରେ

ପ୍ରୀତିଯୁକ୍ତା ସମର୍ପଣେ

ମୃତ୍ୟୁ ତୁମଠାରେ ଅବଲୁପ୍ତ ହୁଏ

ହଜିଯାଏ ପ୍ରତିକ୍ଷଣେ(6)

 

ତୁମେ ସତୀସ୍ୱାଧୀ ଚିରନ୍ତନ ଜ୍ୟୋତି

ଆବିର୍ଭାବ ହୁଅ ଭବେ

ବିଶ୍ୱାସର ଶିଖା ସମାହିତ କରି

ପ୍ରତ୍ୟୟର ପୁଞ୍ଜି ଭୋଗେ (7)

 

ଡ଼ ଲଷ୍ମୀକାନ୍ତ ଦାଶ

Loading

9 thoughts on “ନାରୀ ସ୍ୱୟଂସିଦ୍ଧା – ଡ଼ ଲଷ୍ମୀକାନ୍ତ ଦାଶ

  1. Generally I don’t read article on blogs, however I would like to say that this write-up very compelledme to take a look at and do so! Your writingstyle has been surprised me. Thanks, very great article.

  2. I’m not sure the place you’re getting your information, however good topic.I needs to spend a while finding out more or understanding more.Thank you for wonderful information I was on the lookout for this info for my mission.

Leave a Reply to Tattoo Shops Cancel reply

Your email address will not be published. Required fields are marked *