February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

ନାରୀ ସ୍ୱୟଂସିଦ୍ଧା – ଡ଼ ଲଷ୍ମୀକାନ୍ତ ଦାଶ

ନାରୀ ସ୍ୱୟଂସିଦ୍ଧା

 

ଡ଼ ଲଷ୍ମୀକାନ୍ତ ଦାଶ

**************************

 

ସ୍ୱୟଂସିଦ୍ଧା ତୁମେ ପ୍ରଜ୍ଞା ପ୍ରତ୍ୟୁତ୍ପନ୍ନ

ସ୍ନେହମୟୀ ପ୍ରୀତିମୟୀ

ଆଲ୍ଲାଦିନୀ ଶକ୍ତି ଉଦ୍ଭିନ୍ନ ହୁଏ ଯେ

ପ୍ରେମମୟୀ ଯୋଗମୟୀ (1)

 

ପରିପୂର୍ଣ୍ଣା ତୁମେ ଚୈତ ଚେତନାରେ

ସୌଭାଗ୍ୟେ ତ୍ୟାଗର ମୂର୍ତ୍ତି

ଅପ୍ରକାଶ୍ୟ ତୁମ ଜ୍ୟୋତି ବାରିଧାରା

ମନ୍ତ୍ରମୁଗ୍ଧ ତୁମ ପ୍ରୀତି (2)

 

ସମ୍ପାଦନ କର ସରଳ ସ୍ଵଭାବେ

ଶ୍ରଦ୍ଧାରେ ସାର୍ଥକ ହୋଇ

ପରିପୂର୍ଣ କର ଉଦର କନ୍ଦର

ନିଜେ ଅନ୍ନପୂର୍ଣ୍ଣା ହୋଇ (3)

 

ଜୀବନ ନୈବେଦ୍ୟ ଜୀବନ୍ୟାସ ପାଏ

ପ୍ରୀତିଅଙ୍ଗ ସ୍ପର୍ଶ ପାଇ

ସିନ୍ଥିର ସୌଭାଗ୍ୟ ସୌମ୍ୟକାନ୍ତି ହୁଏ

ପତିବ୍ରତା ମନ ନେଇ (4)

 

ଜନ୍ମଜନ୍ମାନ୍ତରେ କାର୍ପଣ୍ୟ ହୁଅନା

ପ୍ରେମ ପ୍ରିୟ ପରଶରେ

ସାଧନା ତୁମର ଦିବ୍ୟଦୀପ୍ତି ପାଏ

କୟାକଳ୍ପ ହୃଦୟରେ (5)

 

ଶ୍ରଦ୍ଧାଯୁକ୍ତା ତୁମେ ଉଦାର ମନରେ

ପ୍ରୀତିଯୁକ୍ତା ସମର୍ପଣେ

ମୃତ୍ୟୁ ତୁମଠାରେ ଅବଲୁପ୍ତ ହୁଏ

ହଜିଯାଏ ପ୍ରତିକ୍ଷଣେ(6)

 

ତୁମେ ସତୀସ୍ୱାଧୀ ଚିରନ୍ତନ ଜ୍ୟୋତି

ଆବିର୍ଭାବ ହୁଅ ଭବେ

ବିଶ୍ୱାସର ଶିଖା ସମାହିତ କରି

ପ୍ରତ୍ୟୟର ପୁଞ୍ଜି ଭୋଗେ (7)

 

ଡ଼ ଲଷ୍ମୀକାନ୍ତ ଦାଶ

 252 total views,  1 views today

9 thoughts on “ନାରୀ ସ୍ୱୟଂସିଦ୍ଧା – ଡ଼ ଲଷ୍ମୀକାନ୍ତ ଦାଶ

  1. Generally I don’t read article on blogs, however I would like to say that this write-up very compelledme to take a look at and do so! Your writingstyle has been surprised me. Thanks, very great article.

  2. I’m not sure the place you’re getting your information, however good topic.I needs to spend a while finding out more or understanding more.Thank you for wonderful information I was on the lookout for this info for my mission.

Leave a Reply

Your email address will not be published. Required fields are marked *