March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଆପଣା ଓ ପର- ଜୟ କୁମାର ମିଶ୍ର *

“ଆପଣା ଓ ପର”

ଜୟ କୁମାର ମିଶ୍ର 
*************************
ଆପଣା
———-
ଆପଣା ଲୋକତ, ସବୁ ବୁଦ୍ଧିମନ୍ତ
ଗୁଣୀଜ୍ଞାନୀ ଗଣେ ଗଣା,
ସବୁ ବଡ଼ ବଡ଼, ଘରଦ୍ୱାର, ମେଢ଼
ଜମିବାଡ଼ି, ସୁନା, ବାନା ।।
ଶିକ୍ଷା ଓ ସଂସ୍କୃତି, ସଭ୍ୟତା ପୀରତି
ଦାନ, ମାନ, ଧନ, ମନ,
ଇତିହାସଟିର ଲମ୍ବ ପ୍ରସ୍ତୁ ଦୂର
କେଉଁଠି ନାହିଁଟି ଖୁଣ ।।
ସଭିଏଁତ ସାଧୁ, ସଚୋଟତା ବନ୍ଧୁ
ବିଶ୍ୱାସ, ବିଶ୍ବସ୍ତ ଜନ,
ଦାନ, ଧର୍ମ, ପୂଣ୍ୟ, ମହତରେ ଧନ୍ୟ
ସତେ ବଳି ଆଉ କର୍ଣ୍ଣ ।।
ପର ଦରବରେ ନାହିଁ ଲୋଭ, ଲାଭ
ଉଦାର ହୃଦୟ ଭାବ ,
ହୁଏ ଡାକପଡା, ପରିଚୟ ଛିଡା
ଭୂମିରୁ ଭୂମାକୁ ଯିବ ।।
ନ୍ୟାୟ, ନୀତି, ଗତି ମାର୍ଜିତ ସେ ସ୍ଥିତି
ତ୍ରୁଟି ଜମା ରହେନାହିଁ,
ଚରିତ୍ର ପସରା, ସବୁଠୁ ନିଆରା
ସାଧୁ, ସନ୍ଥ ଦେଖି ବାଇ ।।
ସତ୍ୟ ଯୁଗପରା, ତାଙ୍କପାଶେ ଭରା
ଆଶାନ୍ତ, କଳହ ଦୂରେ,
ଭଦ୍ର ଓ ଭଦ୍ରlମୀ,ହୋଇ ଅନୁଗାମୀ
ପ୍ରୀରତିରେ ପାଶ ଧରେ ।।
ଯଶର କେତନ, ଉଡେ ଘନଘନ
କୋଣ ଅନୁକୋଣ ଯାଏ,
କିରତି ପସରା, ମାଳମାଳ ଭରା
ନୟନ ଯୁଆଡେ ଚାହେଁ ।।
ନିଜଲୋକ ସହ, ଅନ୍ୟମାନେ ମୋହ
ପ୍ରୀତ ହୋଇ ଧରେ ପଥ
ଫୁଲ ସଙ୍ଗେ ପରା, ପଟ ନିସ୍ତରେ
ଅନୁଗାମୀ, ଅନୁଗତ ।।
ଜନ୍ଦା ଓ ପିମ୍ପୁଡ଼ି, ବିଲେଇ, କୁକୁର
ଗାଈ ଗୋରୁ ମୂଷା ବେଙ୍ଗ
ସଭିଏଁ ମାର୍ଜିତ, ଧରି ପୂଣ୍ୟପଥ
ଦୁନିଆଁଯାକର ସାଙ୍ଗ ।।
————–
ପର
******
ପରଲୋକ ପରା, ସନ୍ଧେହରେ ଘେରା
ଦେଖିଲେ ମାଡଇ ଡର,
ଅବିଶ୍ୱାସୀ ସେହି, ଶିଷ୍ଟାଚାର ନାହିଁ
ଡାକୁ, ଖୁନୀ , ଖଣ୍ଟ, ଚୋର ।।
ଦରିଦ୍ର କାଙ୍ଗାଳ, କରିବ ଜଂଜାଳ ନମାଡିବ ପାଶ ତାର,
ଚିତ୍ତର ଭାଳେଣି, ମର୍ଯ୍ୟାଦାରେ ହାନି
ଦୂରେ ଥାଇ କାରବାର ।।
ସଂସ୍କାର ବିହୀନ, ଜାଣେନି ସମ୍ମାନ
ଲାଭ ଲୋଭ ଭରପୁର,
ସେ ମଳିମୁଣ୍ଡିଆ, ଲଜ୍ଜା ଲାଗେ ଯାହା
ନିମ୍ନମାନ କାରବାର ।।
ତାଙ୍କପାଶେ ଭରା, କୁଛିତ ବାସନା
ଭରସା ନାହିଁଟି ଜମା,
ମଉକା ମେଳିଲେ, କଳା ବୁଲାଇବେ
ନଥିବ ତାହାର ସୀମା ।।
ପର ଧନ, ମାନ, ଇଜ୍ଜତ, ସମ୍ମାନ
ସୁରକ୍ଷା ରହିବ ନାହିଁ,
ଲୁଟି, ଜଟିନେବେ, ନିଜର କହିବେ
ସବୁ ସୀମା ଡେଇଂ ଡେଇଂ ।।
କାମଳ ନୟନ,ବିକାରତା ପୂର୍ଣ୍ଣ
କୂପ ମଣ୍ଡୁକଟି ଭାବେ ,
ଯାର ମନ ଯେଡ଼େ,ତାର ପ୍ରଭୁ ସେଡେ
ଅନୁରୂପ ଦେଖାଦେବେ ।।
************************
ଜୟ କୁମାର ମିଶ୍ର

Loading

6 thoughts on “*ଆପଣା ଓ ପର- ଜୟ କୁମାର ମିଶ୍ର *

  1. What’s Happening i am new to this, I stumbled upon this I’ve
    found It positively useful and it has aided me out loads.
    I am hoping to contribute & assist other customers like its helped me.
    Great job.

  2. Hi there, just became aware of your blog through Google, and found that it is really informative.
    I’m going to watch out for brussels. I will be grateful if you continue this in future.

    Numerous people will be benefited from your writing.
    Cheers!

  3. Have you ever considered about including a little bit more than just your articles?
    I mean, what you say is fundamental and everything.
    But think about if you added some great visuals or video clips to give your posts more, “pop”!
    Your content is excellent but with images and clips,
    this blog could certainly be one of the best in its field.

    Great blog!

  4. Everyone loves what you guys are up too. This sort of clever work and coverage!

    Keep up the great works guys I’ve added you guys to my personal blogroll.

Leave a Reply to Nadia Cancel reply

Your email address will not be published. Required fields are marked *