June 10, 2023
11 11 11 AM
ଏକତା ହିଁ ବଳ – ବିନୋଦିନୀ ଦାଶ
ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର
ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ
ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ
କାଳିଆ ଭରଷା – ଅଶୋକ କୁମାର ପତି
କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ
ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର
ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ
‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର 
କବିତା – ନଳିନୀ ପ୍ରଭା ମିଶ୍ର
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
Latest Post
ଏକତା ହିଁ ବଳ – ବିନୋଦିନୀ ଦାଶ ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ କାଳିଆ ଭରଷା – ଅଶୋକ କୁମାର ପତି କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ ‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର  କବିତା – ନଳିନୀ ପ୍ରଭା ମିଶ୍ର ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ

*ସାଧବ ପୁଅର ଗାଥା – ବନଲତା ଜାଲି *

ସାଧବ ପୁଅର ଗାଥା 

 

ବନଲତା ଜାଲି 

***************************

ସ୍ବର୍ଣ୍ଣଗର୍ଭା ଏଇ ଉତ୍କଳର କୀର୍ତ୍ତି

ସାରା ବିଶ୍ବରେ ଅନନ୍ଯ

କର୍ପୂର ଯାଇଛି କନା ପଡି ଅଛି

ସ୍ମୃତିକୁ କରି ବହନ ।।

 

ସଂସ୍କାର ,ସଂସ୍କୃତି ତା’ର ଯଶ,ଖ୍ଯାତି

କଳା,ଭାସ୍କର୍ଯ୍ୟରେ ପୂର୍ଣ୍ଣ

ତା’ର ପରମ୍ପରା ଜଗତେ ନିଆରା

ବାଣିଜ୍ୟେ ରଖିଛି ମାନ ।।

 

ଜାଭା,ସୁମାତ୍ରା,ବୋର୍ଣ୍ଣିଓ,ବାଲିଦ୍ବୀପେ

ସମୁଦ୍ରେ ବୋଇତ ନେଇ

ଓଡିଆ ସାଧବେ ବଣିଜ ବେପାରୁ

ଧନ ଆଣୁଥିଲେ ବୋହି ।।

 

ଗ୍ରନ୍ଥ,ଇତିହାସ ଜ୍ବଳନ୍ତ ପ୍ରମାଣ

ଭାଦ୍ରବ ଖୁଦୁରୁକୁଣୀ

ତଅପୋଇ ଆଉ ମଙ୍ଗଳା ମହିମା

କହୁଛି ତା’ର କାହାଣୀ ।।

 

କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ

ତାହାର ଶ୍ରେଷ୍ଠ ନମୁନା

ପୂର୍ବ ଗାରିମାକୁ ସମ୍ମାନ ଜଣାଏ

ଏହି ଉତ୍ସବଟି ସିନା ।।

 

କାର୍ତ୍ତିକରେ ଯାଇ ଆସୁଥିଲେ ଫେରି

ନିଜ ଦେଶକୁ ଆଷାଢେ

ବୋଇତ ବନ୍ଦାଣେ ଆକାମାବୈ କହି

ଐତିହ୍ୟ ଗାଥାକୁ ଯୋଡେ ।।

 

ବନଲତା ଜାଲି 

 294 total views,  1 views today

5 thoughts on “*ସାଧବ ପୁଅର ଗାଥା – ବନଲତା ଜାଲି *

  1. You happen to be so amazing! I don’t feel I’ve actually study a single issue like that just before. So fantastic to discover anyone that has a handful of distinctive ideas on this concern. Seriously.. thanks for starting up this up. This Web-site is one thing that is needed online, a person with a few originality!

  2. Nice post. I learn something totally new and challenging on blogs I stumbleupon on a daily
    basis. It’s always useful to read content from other writers
    and use a little something from their websites.

Leave a Reply

Your email address will not be published. Required fields are marked *