March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଟିକେ ମନକୁ ପଚାର – ଭାସ୍କର ରାଉତ*

ଟିକେ ମନକୁ ପଚାର

ଭାସ୍କର ରାଉତ

*****************

ଆହେ ମାନ୍ୟବର ଏହାକି ବିଚାର
ଟିକେ ମନକୁ ପଚାର
ଚାଲିଛି ଶାସନ ପ୍ରଜାଙ୍କ କଷଣ
ହେଉନାହିଁ ତିଳେ ଦୂର।
କୁହ ଆମେ ପାରିବାର,
ଲୁଣ୍ଠନ ଧର୍ଷଣ ନର ହତ୍ୟାମାନ
ଘଟେ ପ୍ରତି ମୁହୂର୍ତ୍ତର।।
ଶାସକ ହୋଇଣ ରହିଛ ମଉନ
ଜନତା ଦୁଃଖକୁ ଦେଖି
ବିଲେଇ ପରିକା କ୍ଷୀର ଖାଅ ଏକା
ବୁଜିଦେଇ ନିଜ ଆଖି।
ସୁନ୍ଦର ଯୋଜନା ଯୋଖି,
ଜନତାଙ୍କୁ ସଦା ଭୁଆଁ ବୁଲାଇଣ
ଆପେ ହେଉଅଛ ସୁଖୀ।।
ଜନତା ଗୁହାରି ବିଚାର ନକରି
ସରଳେ ଦିଅ ବୁଝାଇ
ତଦନ୍ତ ଚାଲୁଛି ରିପୋର୍ଟ ଆସୁଛି
ଆଇନିଟା ହଜିଯାଇ।
ଦୋଷୀକୁ ଘଣ୍ଟ ଘୋଡ଼ାଇ,
ସାଥେ ଧରିବସ ହୋଇ ହସ ହସ
ବଡ଼ିମା ପଣ ଦେଖାଇ।।
କେତେ ଦିନ ଆଉ ଦେଖାଇବ ଭାଉ
ଜନତା ବୁଝି ଗଲେଣି
ସମୟ ଆସୁଛି କାଟିଦେବେ ଗୋଛି
ଭାଙ୍ଗିଦେବେ ତୁମ ଠାଣି।
ଆଖିରୁ ଝରାଇ ପାଣି,
କବାଟ କୋଣରେ ମୁହଁକୁ ଲୁଚାଇ
କାନ୍ଦିବ କର୍ମ ବାହୁନି।।

ଭାସ୍କର ରାଉତ

*************

Loading

18 thoughts on “*ଟିକେ ମନକୁ ପଚାର – ଭାସ୍କର ରାଉତ*

  1. Its such as you learn my thoughts! You seem to
    know a lot about this, such as you wrote the book in it or something.

    I think that you simply could do with some percent
    to force the message house a little bit,
    but other than that, this is magnificent blog. A great read.
    I will certainly be back.

  2. I have been browsing online more than 2
    hours today, yet I never found any interesting
    article like yours. It’s pretty worth enough for me.
    In my view, if all web owners and bloggers made good content as you did,
    the web will be much more useful than ever before.

  3. you’re really a excellent webmaster. The web site loading speed is incredible.
    It seems that you are doing any unique trick. Also, The contents are masterwork.
    you’ve performed a wonderful task in this matter!

  4. Oh my goodness! Impressive article dude! Many thanks, However
    I am experiencing issues with your RSS. I don’t know why I cannot subscribe
    to it. Is there anybody having the same RSS issues? Anyone who knows the solution can you kindly
    respond? Thanx!!

  5. Very nice info and straight to the point. I don at know if this is actually the best place to ask but do you people have any ideea where to employ some professional writers? Thank you

Leave a Reply to best fat burner reviews 2020 Cancel reply

Your email address will not be published. Required fields are marked *