April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ତ୍ୟାଗ – ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା*

*ତ୍ୟାଗ* 

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

************************

ଫୁଲ ଫଳ ଛାୟା ପ୍ରଦାନୀ ପାଦପ

ତ୍ୟାଗ ମୂର୍ତ୍ତିମନ୍ତ ମର୍ତ୍ତ୍ୟେ

ତଥାପି ମାନବ ସାଜଇ ଦାନବ

ପାଟି ନ ଫିଠାଏ ସତେ!

ତଟିନୀ ପିଏନା ତା’ର ଗର୍ଭ ନୀର

ମେଣ୍ଟିବାକୁ ତୃଷ୍ଣା ଭାର

କାଳେ ଶେଷ ହେବ ପୃଥିବୀ ଗରଭୁ

ସଞ୍ଚିତ ସଲିଳ ଧାର।

ନୀରବ ଖେଦରେ ଅସହ୍ୟ ବେଦନା

ଖଣ୍ଡ ବିଖଣ୍ଡିତ ମହୀ

ତ୍ୟାଗର ପ୍ରତିମା ମାତା ସର୍ବଂସହା

ପୃଥ୍ୱୀରୂପା ମାତା ସେହି।

ସନ୍ତାନ ଜନ୍ମରେ ଗରଭ ସନ୍ତାପ

ଅବ୍ୟକ୍ତ କଷ୍ଟର ଭାର

ଶରୀରୁ ଶୋଣିତ ଢାଳି ପ୍ରତିକ୍ଷଣେ

ପିତାମାତା ଭାବନାର ।

ଜଳଇ ସଳିତା ତିଳ ତିଳ ହୋଇ

ଘୃତ ଜଳେ ପ୍ରତିକ୍ଷଣ

କହନ୍ତି ଜଗତ ଜଳୁଛି ଦୀପାଳି

ଏ ତ ବଡ ବ୍ୟତିକ୍ରମ ।

ଶତ ନଦୀ ଭାର ଗରଭରେ ବହି

ନିର୍ବିକାର ରତ୍ନାକର

ଧନ ରତ୍ନ ମୀନ ପ୍ରଦାନ ସତ୍ତ୍ୱେ ବି

ପରିଚୟ ଲୁଣଘର।

ଅଳପ ଆୟୁଷୀ ଶେଫାଳୀ ଜୀବନ

ମହକରେ ମହୀୟାନ୍

ଶତବର୍ଷ ଆୟୁ ପରାସ୍ତ ସମର୍ଥ

ସତ୍କର୍ମ ତ୍ୟାଗର ଧର୍ମ ।

ବହଇ ସମୀର ବାଛନ୍ଦ ନକରି

ନଭାବି ନର୍ଦ୍ଦମା ନଇ

ସମଭାବାପନ୍ନ ପୀୟୂଷ ସମାନ

କୋଣ ଅନୁକୋଣ ଛୁଇଁ ।

ସୂର୍ଯ୍ୟଦେବଙ୍କର ସ୍ପର୍ଶେ ସର୍ବସ୍ଥାନ

ଧରଣୀର ଶସ୍ଯ ତ୍ୟାଗ

ପରତାପ ଲଭି ଆନ ଉପକାର

ମହତର ଅନୁରାଗ।

ଗାଈ କ୍ଷୀରସହ ନଦୀଗର୍ଭ ନୀର

ଫଳନ୍ତି ବୃକ୍ଷର ଫଳ

ତ୍ୟାଗ ବଳିଦାନ ବଳେ ବଳୀୟାନ୍

ଧରଣୀ ଗାଲିଚା କୋଳ।

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

 

Loading

8 thoughts on “*ତ୍ୟାଗ – ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା*

  1. It¡¦s actually a nice and helpful piece of information. I¡¦m satisfied that you shared this helpful information with us. Please stay us informed like this. Thank you for sharing.

  2. You are able to seek for anything you want from the tons of films and new episodesof demonstrates which get added to Netflix frequently.Free Account – New Free Accounts And Passwordsfree accounts

Leave a Reply to to read more Cancel reply

Your email address will not be published. Required fields are marked *