February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ତ୍ୟାଗ – ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା*

*ତ୍ୟାଗ* 

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

************************

ଫୁଲ ଫଳ ଛାୟା ପ୍ରଦାନୀ ପାଦପ

ତ୍ୟାଗ ମୂର୍ତ୍ତିମନ୍ତ ମର୍ତ୍ତ୍ୟେ

ତଥାପି ମାନବ ସାଜଇ ଦାନବ

ପାଟି ନ ଫିଠାଏ ସତେ!

ତଟିନୀ ପିଏନା ତା’ର ଗର୍ଭ ନୀର

ମେଣ୍ଟିବାକୁ ତୃଷ୍ଣା ଭାର

କାଳେ ଶେଷ ହେବ ପୃଥିବୀ ଗରଭୁ

ସଞ୍ଚିତ ସଲିଳ ଧାର।

ନୀରବ ଖେଦରେ ଅସହ୍ୟ ବେଦନା

ଖଣ୍ଡ ବିଖଣ୍ଡିତ ମହୀ

ତ୍ୟାଗର ପ୍ରତିମା ମାତା ସର୍ବଂସହା

ପୃଥ୍ୱୀରୂପା ମାତା ସେହି।

ସନ୍ତାନ ଜନ୍ମରେ ଗରଭ ସନ୍ତାପ

ଅବ୍ୟକ୍ତ କଷ୍ଟର ଭାର

ଶରୀରୁ ଶୋଣିତ ଢାଳି ପ୍ରତିକ୍ଷଣେ

ପିତାମାତା ଭାବନାର ।

ଜଳଇ ସଳିତା ତିଳ ତିଳ ହୋଇ

ଘୃତ ଜଳେ ପ୍ରତିକ୍ଷଣ

କହନ୍ତି ଜଗତ ଜଳୁଛି ଦୀପାଳି

ଏ ତ ବଡ ବ୍ୟତିକ୍ରମ ।

ଶତ ନଦୀ ଭାର ଗରଭରେ ବହି

ନିର୍ବିକାର ରତ୍ନାକର

ଧନ ରତ୍ନ ମୀନ ପ୍ରଦାନ ସତ୍ତ୍ୱେ ବି

ପରିଚୟ ଲୁଣଘର।

ଅଳପ ଆୟୁଷୀ ଶେଫାଳୀ ଜୀବନ

ମହକରେ ମହୀୟାନ୍

ଶତବର୍ଷ ଆୟୁ ପରାସ୍ତ ସମର୍ଥ

ସତ୍କର୍ମ ତ୍ୟାଗର ଧର୍ମ ।

ବହଇ ସମୀର ବାଛନ୍ଦ ନକରି

ନଭାବି ନର୍ଦ୍ଦମା ନଇ

ସମଭାବାପନ୍ନ ପୀୟୂଷ ସମାନ

କୋଣ ଅନୁକୋଣ ଛୁଇଁ ।

ସୂର୍ଯ୍ୟଦେବଙ୍କର ସ୍ପର୍ଶେ ସର୍ବସ୍ଥାନ

ଧରଣୀର ଶସ୍ଯ ତ୍ୟାଗ

ପରତାପ ଲଭି ଆନ ଉପକାର

ମହତର ଅନୁରାଗ।

ଗାଈ କ୍ଷୀରସହ ନଦୀଗର୍ଭ ନୀର

ଫଳନ୍ତି ବୃକ୍ଷର ଫଳ

ତ୍ୟାଗ ବଳିଦାନ ବଳେ ବଳୀୟାନ୍

ଧରଣୀ ଗାଲିଚା କୋଳ।

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

 

 253 total views,  1 views today

8 thoughts on “*ତ୍ୟାଗ – ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା*

  1. It¡¦s actually a nice and helpful piece of information. I¡¦m satisfied that you shared this helpful information with us. Please stay us informed like this. Thank you for sharing.

  2. You are able to seek for anything you want from the tons of films and new episodesof demonstrates which get added to Netflix frequently.Free Account – New Free Accounts And Passwordsfree accounts

Leave a Reply

Your email address will not be published. Required fields are marked *