March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ସନ୍ତର୍ପଣ–ଜ୍ଞାନେନ୍ଦ୍ର ପଣ୍ଡା*

#ସନ୍ତର୍ପଣ
————-🌿
ତୃଷ୍ଣା ଭିଜା ଅତୀତର ଉଚ୍ଚାରଣେ
କବିତା ଲେଖା ତୁମରି ବିଭୋର ପଣେ
ବାସ୍ତବତାର ଜୁଆରିଆ ଲୁହ ନଈରେ
ଶୋଇ ଯାଇଥିବା ଗାଢ଼ ସ୍ୱପ୍ନ ସବୁକୁ
ମନର ନିଝୁମ ପ୍ରବଣରୁ ଉତାରି ଆଣେ..।

କାଳରୁ ସଦା କକ୍ଷଚ୍ୟୁତ ମୋ କାହାଣୀକୁ
ବୟାନ କରେ ମୁଁ କେବଳ କବିତାରେ
ଉପରାନ୍ତ ସମୟ କୁଆଡେ ସେତିକି
ଇୟତ୍ତାକୁ ବି ଭୁଲାଇ ଦେଇପାରେ
ମୁଁ ସେ ଆଶଙ୍କାରେ ପ୍ରତିକ୍ଷଣେ ମରୁଥାଏ…

— ସମୟ ରାକ୍ଷସ ପରା ସବୁକୁ ଗିଳିପାରେ
ବର୍ମୁଡ଼ା ଉପତ୍ୟକାର ସର୍ବଗିଳା ପଣରେ..! —

ସତରେ ଯଦି ମୋ ସନ୍ଦେହ ସତ କରି
ଆମ ଅନ୍ତରଙ୍ଗତାର ଜମାନବନ୍ଦୀ ସବୁକୁ
ନିର୍ଦ୍ଦୟ ସମୟ ପୁଣି ଉଦରସ୍ଥ କରିନେବ
ଜଣଟିଏ ବି କେହି କିଛି ପଢି଼ବା ପୂର୍ବରୁ
ହାୟ…କାଳେ ଯଦି ସେ ସବୁ ହଜିଯିବ..!

ହେ ମୋର ପ୍ରିୟତମ ସାଥୀ..!
କାଳ ବକ୍ଷରେ ନିରର୍ଥ ହେବା ପୂର୍ବରୁ
ଆମ ଦୁହିଁଙ୍କ ଇତିବୃତ୍ତିର ସେଇ ଗଳ୍ପକବିତା ,,
ଚାଲି ଆସ ସଅଳ ଆମେ ସେଇଠି ବସିବା…

“ଯେଉଁଠି ସମୟ ଅଟକି ଯାଉଥିବ
ଆମେ ଆଉ ଫେରି ଆସି ପାରୁନ’ଥିବା…।”
#ଜ୍ଞାନେନ୍ଦ୍ର ପଣ୍ଡା..✍️

 772 total views,  1 views today

One thought on “*ସନ୍ତର୍ପଣ–ଜ୍ଞାନେନ୍ଦ୍ର ପଣ୍ଡା*

Leave a Reply

Your email address will not be published. Required fields are marked *