April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଆତ୍ମଗ୍ଲାନି– ଜ୍ଞାନେନ୍ଦ୍ର ପଣ୍ଡା*

#ଆତ୍ମଗ୍ଲାନି
————–🍂

ଶୈଶବ ହସ୍ତରେ ଥିଲା ଖେଳଣା
ସାଙ୍ଗ ସାଥୀ ଥିଲେ ସବୁ ଆପଣା
ଯୌବନର କ୍ଷଣେ ପ୍ରେମର ନିଶା
ନିଦ ନ’ଥିଲା ଆଖିରେ ବିନା ପ୍ରେମିକା ।

ଓଷ୍ଠେ ସିଗାରେଟ ହାତେ ସୁରା
ସାଙ୍ଗରେ ସାକିଟିଏ ନ’ଥାଏ ଯଦି
ଏ ଜୀବନଟା ଲାଗୁଥିଲା ଅଧୁରା ,
ଯୌବନେ ମଦମତ୍ତ ଅନ୍ଧଟିଏ ସାଜି
ଆଭିଜାତ୍ୟ ନିଶାର ବିଗୁଲ୍ ବଜାଇ
ଲୋକ ଦେଖାଣିଆ ରାଜରାସ୍ତାରେ
କେତେ ଉଡ଼ାଇଛି ଟଙ୍କା ପଇସା…
ଆତ୍ମା ସାହଚର୍ଯ୍ୟରେ ସମୟ ନ’ ଦେଇ
ବୃଥା ମୁଖା ପିନ୍ଧାରେ ଯୌବନ ହଜେଇ
ବାର୍ଦ୍ଧକ୍ୟରେ ପଶେ କାୟାରେ ଚେତା..,,

ଆସିବା ବେଳରେ ତୁମେ କହିଥିଲ..,,
“ବାବୁରେ…
ଏ ଶ୍ରେଷ୍ଠ ଜନ୍ମ ମଣିଷର ଜନ୍ମ
ସଭିଙ୍କୁ ଜିଆଁଇ ନିଜେ ଜୀଉଁଥିବୁ
ନିଜେ ଲୁହ ପିଇ ଅନ୍ୟକୁ ହସା
ଏ କଥା କେମିତି ଆସୁଆସୁ ମୁହିଁ
ହାୟ…! ଭୁଲିଗଲି ସହସା..!”

ଆଜି ମୁଁ ନିଃସ୍ୱ ସମୟ ସ୍ରୋତରେ
କେବେ ଜାଣିଶୁଣି କେବେ ଅଜାଣତେ
ଅନ୍ତସ୍ଥ ରିପୁଙ୍କ ଚୋଟର ନିଶାରେ
ହିଂସା,ଈର୍ଷା,ଦ୍ୱେଷ,ଅହଂକୁ ଜାବୁଡି
ଛାରଖାର କରିଛି ଈଶ୍ୱରୀୟ ବାର୍ତ୍ତା ।

ଛଳଛଳ ଆଖିରେ ଲେଖୁଛି ଆଜି
ମୋ କୃତ୍ୟ ଅପରାଧର ସ୍ବୀକାରୋକ୍ତି…

ତୁମେ ଥରେ ପଢ଼ ସେ ସ୍ବୀକାରୋକ୍ତି ମୋର
ହେ ପିତାମାତା ତୁମେ
ଅପରାଧ ମୋର ମାର୍ଜ୍ଜନା କର
ପ୍ରାରବ୍ଧରେ ମୋର କ୍ଷମା ଲେଖିଦିଅ
ଲେଖିଦିଅ ପୁଣି ଆଦେଶର ଏହି ବାର୍ତ୍ତା…

ହେ କାରୁଣିକ…ହେ ମାତାପିତା !
ମନୁଷ୍ୟ ଜନ୍ମ ଲଭି ଏ ମର୍ତ୍ତ୍ୟରେ କେହି
ଆତ୍ମବିସ୍ମୃତିରେ ନ’ ଭୁଲୁ ତୁମରି ସତ୍ତା…
ନ’ ଭୁଲୁ ତୁମରି ସତ୍ତା…।

#ଜ୍ଞାନେନ୍ଦ୍ର ପଣ୍ଡା..✍️

Loading

6 thoughts on “*ଆତ୍ମଗ୍ଲାନି– ଜ୍ଞାନେନ୍ଦ୍ର ପଣ୍ଡା*

  1. We are a gaggle of
    volunteers and starting a new scheme in our community.

    Your site offered us with valuable information to
    work on. You have done a formidable
    activity and our entire community will likely be grateful to
    you.

Leave a Reply

Your email address will not be published. Required fields are marked *