April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ମୋ ସ୍ଵପ୍ନ–କାର୍ତ୍ତିକେଶ୍ୱର ଜେନା*

# ମୋ ସ୍ଵପ୍ନ#

ଏମିତି ଅନେକ ସ୍ବପ୍ନ, ଶୀତଳ ଜହ୍ନ ଛାତିରେ
ଦାଉ ଦାଉ ହେଇ ଝଲସେ l
ଆଉ ସକାଳ ର କଅଁଳ ଖରାରେ
ହୁତ୍ ହୁତ୍ ହେଇ ଜଳି ଯାଏ l

ସ୍ବପ୍ନ ପୋଷିବା ପାଇଁ,
ସୁର୍ଯ୍ୟ କି ଚନ୍ଦ୍ର ଲୋଡା ନାହିଁ,
ବାସ୍ ମନ ଟିଏ ଲୋଡା l

ହଁ, କି !

ମୋର ନା ଅଛି ମନ ,
ନା ଅଛି ଅଭିମାନ l

ସେଇଥି ପାଇଁ ତ ,
ମୁଁ ପାଗଳ ର
ପରିଚୟ ନେଇ ଜିଏଁ l
ମୋ ଆଖି ପଲକ ରେ କିନ୍ତୁ
ଖୁବ୍ ସହଜେ
ସକାଳ- ସଞ୍ଜ ର ସଂଜ୍ଞା ବଦଳେ l
ମୋ ଠୋ ଠୋ ହସରେ,
ହସନ୍ତି କିନ୍ତୁ ମଣିଷ ଠୁ ପଶୁ ଯାଏଁ l

ସତ କହିବି,
ସ୍ଵପ୍ନ ସବୁ କୁ ତମେ ଅହରହ ଜାବୁଡ଼ି ଧର,
ପ୍ରାପ୍ତିର ସନ୍ଧାନ ରେ l
ଆଉ ମୁଁ ମୁକ୍ତି ଦିଏ
ମୋ ପିଞ୍ଜରା ଭିତରେ ,
ଶୂନ୍ୟତା ର ଶେଷ ଶୋଷ ରେ l

 

କାର୍ତ୍ତିକେଶ୍ୱର ଜେନା

Loading

15 thoughts on “*ମୋ ସ୍ଵପ୍ନ–କାର୍ତ୍ତିକେଶ୍ୱର ଜେନା*

  1. Hi there! This is my first visit to your blog! We are a team ofvolunteers and starting a new initiative in a community in thesame niche. Your blog provided us beneficial information to work on. You have done a wonderful job!

Leave a Reply to Bulk Polo Shirts Australia Cancel reply

Your email address will not be published. Required fields are marked *