October 17, 2021
11 11 11 AM
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା *
*ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ*
*ନାରୀ ନାରାୟଣୀ – ସସ୍ମିତା ବେହେରା*
*ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ*
*ମା ଦୁର୍ଗା – ସ୍ୱାଗତିକା ସାହୁ*
*ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ*
*ନବ ଦୂର୍ଗା – ଶକ୍ତିଦା ବିଷୋୟୀ*
*ମାଆ – ଇନ୍ଦୁପ୍ରଭା ବିଶ୍ୱାଳ*
*WORLD OF LOVE-Prof.Dr.Prasana Kumar Dalai*
*ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ*
*ମହାମାୟୀ – ଜଗଦୀଶ ଶତପଥୀ*
*ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ*
*TOGETHER AS ONE-Dr.Prasana Kumar Dalai*
*YOU WILL BE MINE- Dr.Prasana Kumar Dalai*
*ଶରତ ଆସିଛି-ଜଗଦୀଶ ଶତପଥୀ*
*ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ*
*କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ*
*ଧୂସର – ସ୍ରୋତସ୍ବିନୀ ପରିଡା*
*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*
*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*
Latest Post
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା * *ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ* *ନାରୀ ନାରାୟଣୀ – ସସ୍ମିତା ବେହେରା* *ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ* *ମା ଦୁର୍ଗା – ସ୍ୱାଗତିକା ସାହୁ* *ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ* *ନବ ଦୂର୍ଗା – ଶକ୍ତିଦା ବିଷୋୟୀ* *ମାଆ – ଇନ୍ଦୁପ୍ରଭା ବିଶ୍ୱାଳ* *WORLD OF LOVE-Prof.Dr.Prasana Kumar Dalai* *ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ* *ମହାମାୟୀ – ଜଗଦୀଶ ଶତପଥୀ* *ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ* *TOGETHER AS ONE-Dr.Prasana Kumar Dalai* *YOU WILL BE MINE- Dr.Prasana Kumar Dalai* *ଶରତ ଆସିଛି-ଜଗଦୀଶ ଶତପଥୀ* *ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ* *କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ* *ଧୂସର – ସ୍ରୋତସ୍ବିନୀ ପରିଡା* *ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ* *ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

*ପ୍ରକୃତି ଆଖିରେ ଲୁହ – ମୁକ୍ତିରାଣି ଦେବତା*

*ପ୍ରକୃତି ଆଖିରେ ଲୁହ* (କବିତା)🌴🌳🌲🌱🌵               ମୁକ୍ତିରାଣି ଦେବତା 

***********************

ପ୍ରକୃତିରାଣୀ ତା’ ଆଖିରେ ପାଣି

କାନ୍ଦିକାନ୍ଦି କହେ କେତେ କାହାଣୀ

ମାନବ ସାଜିଛି ଦାନବ ଆଜି

ନାଶ ସେ କରୁଛି ପ୍ରକୃତିରାଜି ।।

ସାଜି ଧ୍ୱଂସକର୍ତ୍ତା କରୁଛି ନଷ୍ଟ

ପ୍ରକୃତିରାଣୀକୁ ଦେଉଛି କଷ୍ଟ ।।

କାନ୍ଦି ଧରଣୀମାତା କରୁଛି ଅଳି

ସୁନାର ପୃଥିବୀ ଯାଏ ବଦଳି ।।

ସଦା ଉପକାରୀ ପ୍ରକୃତି ମୁହିଁ

ସ୍ବାର୍ଥପର ଆରେ ମଣିଷ ତୁହି ।।

ତୋର ପାପ ଲାଗି ପାଉ ଏ ଦଶା

ନାହିଁ ତୋଠୁଁ ଆଉ ଟିକିଏ ଆଶା ।।

ବନ୍ୟା ବାତ୍ୟା ସବୁ ମୋହରି ଲାଗି

ଯାତନାରେ ତୋର ଯାଇଛି ରାଗି ।।

ସୁଧୁରିଯାଅରେ ମୂରୁଖଗଣ

ଦିଶୁନାହିଁ ଆଉ ବିଲ କି ବଣ ।।

ସାବଧାନ ହୁଅ ଆଜିଠୁ ଏବେ

ହେଜିବୁ ଆଉ ତୁ କହରେ କେବେ ।।

ବଞ୍ଚାଅ ଆଜିରେ ଗଛ ଓ ଲତା

ପ୍ରକୃତି ଅଟଇ ମହାନ ଦାତା ।।

ମୋର ଉପକାର ବୁଝିବୁ କେବେ

ବିନା ଅମ୍ଳଜାନେ ମରିବୁ ଯେବେ ।।

ମାଗୁଣି ଏତିକି ରଖ ମୋ ମାନ

ମୁଁ ପରା ଅଟଇ ଅମୂଲ୍ୟ ଧନ ।।

 

 ***************** 

 

     ମୁକ୍ତିରାଣୀ ଦେବତା 

।।ମନ୍ଦାରଖଣ୍ଡ,ଯାଜପୁର ସ୍ନାତକୋତ୍ତର।।

 1,503 total views,  1 views today

Leave a Reply

Your email address will not be published. Required fields are marked *