March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପ୍ରକୃତି ଆଖିରେ ଲୁହ – ମୁକ୍ତିରାଣି ଦେବତା*

*ପ୍ରକୃତି ଆଖିରେ ଲୁହ* (କବିତା)🌴🌳🌲🌱🌵               ମୁକ୍ତିରାଣି ଦେବତା 

***********************

ପ୍ରକୃତିରାଣୀ ତା’ ଆଖିରେ ପାଣି

କାନ୍ଦିକାନ୍ଦି କହେ କେତେ କାହାଣୀ

ମାନବ ସାଜିଛି ଦାନବ ଆଜି

ନାଶ ସେ କରୁଛି ପ୍ରକୃତିରାଜି ।।

ସାଜି ଧ୍ୱଂସକର୍ତ୍ତା କରୁଛି ନଷ୍ଟ

ପ୍ରକୃତିରାଣୀକୁ ଦେଉଛି କଷ୍ଟ ।।

କାନ୍ଦି ଧରଣୀମାତା କରୁଛି ଅଳି

ସୁନାର ପୃଥିବୀ ଯାଏ ବଦଳି ।।

ସଦା ଉପକାରୀ ପ୍ରକୃତି ମୁହିଁ

ସ୍ବାର୍ଥପର ଆରେ ମଣିଷ ତୁହି ।।

ତୋର ପାପ ଲାଗି ପାଉ ଏ ଦଶା

ନାହିଁ ତୋଠୁଁ ଆଉ ଟିକିଏ ଆଶା ।।

ବନ୍ୟା ବାତ୍ୟା ସବୁ ମୋହରି ଲାଗି

ଯାତନାରେ ତୋର ଯାଇଛି ରାଗି ।।

ସୁଧୁରିଯାଅରେ ମୂରୁଖଗଣ

ଦିଶୁନାହିଁ ଆଉ ବିଲ କି ବଣ ।।

ସାବଧାନ ହୁଅ ଆଜିଠୁ ଏବେ

ହେଜିବୁ ଆଉ ତୁ କହରେ କେବେ ।।

ବଞ୍ଚାଅ ଆଜିରେ ଗଛ ଓ ଲତା

ପ୍ରକୃତି ଅଟଇ ମହାନ ଦାତା ।।

ମୋର ଉପକାର ବୁଝିବୁ କେବେ

ବିନା ଅମ୍ଳଜାନେ ମରିବୁ ଯେବେ ।।

ମାଗୁଣି ଏତିକି ରଖ ମୋ ମାନ

ମୁଁ ପରା ଅଟଇ ଅମୂଲ୍ୟ ଧନ ।।

 

 ***************** 

 

     ମୁକ୍ତିରାଣୀ ଦେବତା 

।।ମନ୍ଦାରଖଣ୍ଡ,ଯାଜପୁର ସ୍ନାତକୋତ୍ତର।।

Loading

6 thoughts on “*ପ୍ରକୃତି ଆଖିରେ ଲୁହ – ମୁକ୍ତିରାଣି ଦେବତା*

  1. I used to be recommended this website via my cousin. I am not sure whether this
    submit is written via him as nobody else realize such unique about my trouble.
    You are wonderful! Thank you!

  2. Its like you read my mind! You appear to know so much about this,
    like you wrote the book in it or something. I think that you could do with some
    pics to drive the message home a bit, but instead of that, this is wonderful blog.
    An excellent read. I’ll certainly be back.

  3. you’re in reality a good webmaster. The website loading pace is incredible.
    It sort of feels that you’re doing any unique trick.
    Also, The contents are masterpiece. you’ve done a great process on this subject!

  4. I am curious to find out what blog system you have been working
    with? I’m experiencing some small security issues with my latest blog and I’d like to find
    something more risk-free. Do you have any solutions?

  5. It’s a shame you don’t have a donate button! I’d without a doubt donate to
    this brilliant blog! I suppose for now i’ll settle for book-marking and
    adding your RSS feed to my Google account. I look forward to
    brand new updates and will share this blog with my Facebook group.

    Talk soon!

Leave a Reply

Your email address will not be published. Required fields are marked *