April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ବିସ୍କୁଟ-ଗାୟତ୍ରୀ ମିଶ୍ର*

ବିସ୍କୁଟ…

ଗାୟତ୍ରୀ ମିଶ୍ର
*****************
କ୍ଷୁଦା ମେଣ୍ଟିବାର କ୍ଷୁଦ୍ର ପ୍ରୟାସ ସେ
ସ୍ନେହବୋଳା ଏକ ଉପହାର,
କେବେ ସାଜେ ପୁଣି ପ୍ରାଣରକ୍ଷା ପଥି
ବିସ୍କୁଟ ସେ’ ପ୍ରିୟ ସଭିଙ୍କର l

ଉଦର ବିକଳେ ଭ୍ରମେ ଜନ୍ତୁ ଟିଏ
ଖାଦ୍ୟ ପାଇଁ ସତେ କି ହାହାକାର,
ବିସ୍କୁଟ ର ଦାନ ଦେଇ ଦୟାଵାନ
ସାଜେ ଦେବଦୂତ ସେ’ କ୍ଷଣ ର l

ଅତ୍ୟାଚାର ଅନାଟନ ରେ ପୀଡିତା
ଝରୁଥିଲେ ଅଶ୍ରୁ ଜନନୀ ର,
ବିସ୍କୁଟ ସସ୍ନେହେ ଦେଇ ତାର ମୁଖେ
ପୋଛିଦିଅ ତା’ର ଅଶ୍ରୁ ଧାର l

କ୍ଷୁଦ୍ର ସିନା କାୟା ବୃହତ୍ତର ମାୟା
ବିଶ୍ୱ ଦରବାରେ ଖ୍ୟାତି ତା’ର,
ପ୍ରତି ଗୃହେ ଗୃହେ ଶୋଭା ପାଏ ସିଏ
ଉଷ୍ମ ପାନୀୟ ର ସହୋଦର l

ବୃଦ୍ଧ ବାଳୁତ ଙ୍କ ମୁଖେ ବୋଳେ ହାସ୍ୟ
ଭିନ୍ନ ଦେଶେ ଭିନ୍ନ ଅବତାର,
ସ୍ୱଳ୍ପବ୍ୟୟୀ ମିତବ୍ୟୟୀ ଙ୍କ ସୋହାଗେ
ଯୁଗାନ୍ତରେ ସଦା ତା’ ଆଦର ll
………………
ଗାୟତ୍ରୀ ମିଶ୍ର

 460 total views,  1 views today

Leave a Reply

Your email address will not be published. Required fields are marked *