#ଅପ୍ରାପ୍ୟ_ମୁଁ
ମତେ ଖୋଜିନେବ କାଣିଚାଏ ସ୍ମୃତିର
ଅଭେଦ୍ୟ ଉଆସର ଅଦୃଶ୍ୟ ଅନୁକୋଣେ
ସୁପ୍ତଥିବା ସେଇ
ବିଗଳିତ ବରଫାଶ୍ରୁର ପ୍ରତି କଣିକାରେ
ଜାଣିଯିବ ବରଫ ବି ଉଷ୍ମ ହୋଇପାରେ ।।
ମୁଁ ମଲ୍ଲିକା ରହସ୍ୟମୟ ସାମ୍ରାଜ୍ୟର
ତୁମେ ବାଦଶାହା,
ରହସ୍ୟକୁ ଚାଲ ସମାଧି ଦେଇଦେବା
ଇତିହାସର ବେନାମୀ ଶ୍ମଶାନରେ,
ବିଗତ ଆବେଗର ମୁହୂର୍ତ୍ତରେ ପରିସମାପ୍ତିର
ପୂର୍ଣ୍ଣଛେଦ ଟାଣିଦେବା ।।
କ୍ଷଣଭଙ୍ଗୁର ବେଇମାନୀ ମୁହୂର୍ତ୍ତକୁ ଦରାଣ୍ଡି
ଏ ବଦମାସ ହୃଦୟ ଆଉଟି ପାଉଟି
ଆତ୍ମୀୟତାର ଦସ୍ତାବିଜକୁ
ବଲବଲ ଚାହିଁ କଲବଲ ହୁଏ,
ଅଟକି ଯାଇଥିବା ସମୟ
ମତେ ଟାଣି ଓଟାରି ଜାବୁଡ଼ି ଧରେ ।।
ଯେବେଠୁ ଅନ୍ୟର ସ୍ୱପ୍ନରେ ଜାଗା ଅକ୍ତିଆର କଲ
ମୋ ସ୍ୱପ୍ନର ପରିଧିରେ ତୁମ ପଦ ଚିହ୍ନ
ଅଦୃଶ୍ୟ ହେବାରେ ଲାଗିଛି
ହଁ , କହିପାର ଭଲ ପାଇବାର ସର୍ତ୍ତ ନ ଥିଲା
ଆମ ଭିତରେ
ନ ଥିଲା ଜନ୍ମ ଜନ୍ମାନ୍ତର ହାତ ଧରି
ବାଟ ଚାଲିବାର ମୋହ ।।
ହେଲେ କହିବ କି ?
ମୋ ନିଦୁଆ ଆଖିରେ ତୁମର ସ୍ପର୍ଶ କଣ ମିଛ ଥିଲା ?
ତୁମର ଯତ୍ନଶୀଳ ଆଚରଣ କଣ ଏକ ବାହାନା ଥିଲା ?
ତୁମଠୁ ଦୂରେଇ ଯିବାର ଲୁହର ମୂଲ୍ୟ କଣ ମୂଲ୍ୟହୀନ ?
ମୋ ଆଖି ବେଶ ପଢିଥିଲା ତୁମ ଆଖିରେ
ମୋ ପ୍ରତି ଥିବା ଭଲପାଇବାର ଆବେଗକୁ,
ତୁମ ଛାତିର ଜଣାଶୁଣା ସ୍ଥାନର ଧକ୍ ଧକ୍ ଶବ୍ଦକୁ….
ତେବେ ସବୁ କଣ ମରୀଚିକା ଥିଲା ?
ଉତ୍ତର ନାହିଁ ନା !!
ତତ୍ ପାଇଁ ସିନା ମୋର ଏଇ ଅଜବ ଚୁକ୍ତି
ସ୍ମୃତି ବିସ୍ମୃତ ହେବାର
ଚିହ୍ନା ଅଚିହ୍ନା ହେବାର
ସେ କଥାକୁହା ନିରୀହ ଆଖି
ମାଦକତା ଭରା ସ୍ୱର…..
ସବୁ ଜଳାଞ୍ଜଳି ଦେଲି
ତୁମ ନୂତନ ପ୍ରେମର ଯଜ୍ଞକୁଣ୍ଡରେ
ପାଇବନି ମତେ କେବେ ତୁମର ଚିନ୍ତା ଚେତନାରେ
ପ୍ରେମର ଝାପ୍ସା ଝାପ୍ସା ଅତୀତ ପୃଷ୍ଠାରେ
ଯାଉଛି ମୁଁ ତୁମଠୁ ଦୂରେ ବହୁଦୂରେ
ହମ୍ମ….. ସାଥୀ ବହୁଦୂରେ
ଅପ୍ରାପ୍ୟ ମୁଁ ତୁମ ଭାଗ୍ୟରେ ।।
©️®️ସଞ୍ଜିତା ପ୍ରଧାନ
———————————————————————
Hi, just wanted to tell you, I enjoyed this post.
It was helpful. Keep on posting!
Hmm is anyone else experiencing problems with the images on this blog loading?
I’m trying to find out if its a problem on my end or if it’s the blog.
Any feed-back would be greatly appreciated.
Valuable information. Lucky me I discovered your website by accident, and I’m stunned why this accident did not took place earlier!
I bookmarked it.
An interesting discussion is definitely worth comment. I do think that you ought to publish more on this topic, it might not be a taboo subject but usually folks don’t talk about these subjects. To the next! Cheers!!
whoah this weblog is magnificent i love reading your posts.
Stay up the good work! You recognize, many individuals are looking around for this info, you could help them greatly.
Hi my friend! I wish to say that this article is awesome, nice written and come with almost all vital infos.I’d like to see extra posts like this .
Interesting blog! Is your theme custom made or did you download it
from somewhere? A design like yours with a few simple adjustements would really make my blog stand out.
Please let me know where you got your theme. Thank you
ivermectin dosage for dogs what is ivermectin used for in humans
I cannot thank you enough for the blog article.Really looking forward to read more. Cool.
Pretty! This has been a really wonderful article. Many thanks for supplying thesedetails.
Great post. I was checking continuously this blog and I am impressed! Extremely useful information specially the last part I care for such information a lot. I was seeking this certain info for a long time. Thank you and good luck.
I like the valuable info you provide in your articles.
I’ll bookmark your blog and check again here frequently. I’m
quite certain I’ll learn plenty of new stuff right here!
Best of luck for the next!
I’m curious to find out what blog system youhave been utilizing? I’m experiencing some minor securityproblems with my latest blog and I’d like to find something moresafe. Do you have any suggestions?
what is azithromycin oral suspension used for – azithromycin for chlamydia over the counter z pak for strep throat
That is a great tip especially to those new to theblogosphere. Brief but very accurate info… Many thanks for sharing this one.A must read article!
Some really interesting details you have written.Aided me a lot, just what I was looking for :D.
There’s definately a great deal to know about this topic.I really like all of the points you’ve made.