March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଘୂର୍ଣ୍ଣନ ଜୀବନ – ଡ଼ ଲଷ୍ମୀକାନ୍ତ ଦାଶ

ଘୂର୍ଣ୍ଣନ ଜୀବନ

 

ଡ଼ ଲଷ୍ମୀକାନ୍ତ ଦାଶ

***********************************

 

ଘୂର୍ଣ୍ଣନ ଜୀବନେ ବାତାୟନ ଆସି

ଦୁନ୍ଦୁଭି ବାଜେ ହୃଦୟେ

ରଣାଙ୍ଗନ ସାଜେ ପ୍ରୀତିଯୁକ୍ତା ବକ୍ଷ

ବିସ୍ମରେ ସ୍ମୃତି ସମୟେ (1)

 

ଜ୍ୱଳନର ବନ୍ନି ପ୍ରତିତ୍ବ୍ୟୁର ମାଗେ

ପ୍ରୀତିପନ୍ନl ଆକାଶରେ

ଆନ୍ଦୋଳିତ ହୁଏ ହୃଦୟ କନ୍ଦର

ଶଙ୍କାମୟ ଜୀବନରେ (2)

 

ସୁଖ ଭଉଁରୀରେ ପାଦ ଡୁବିଯାଏ

ସୁଖ ନିଶାଣିରେ ବସି

ଦୁଃଖ ଧାଉଁଥାଏ ନିରୋଳା ନିସ୍ତବ୍ଦେ

ବଜ୍ରବାଣୀ ପରକାଶି (3)

 

ବିତସ୍ପୃହ ଲାଗେ ଆବେଗ ଆକାଂକ୍ଷା

ସମ୍ଭାବନା ସୁପ୍ତହୁଏ

ସାନ୍ତ୍ୱନା ରଙ୍ଗରେ ରଙ୍ଗାୟିତ ହୋଇ

ଜୀବନେ କଷଣ ପାଏ (4)

 

ମାନସିକ ସ୍ଥିତି ଘୁର୍ଣ୍ଣମାନ ହୁଏ

କକ୍ଷଚ୍ୟୁତ ହୁଏ ଆଶା

ଆତ୍ମପ୍ରତାରଣl ନୈରାଶ୍ୟ ଜାଗାଏ

ମୁଞ୍ଜିଯାଏ ପରିଭାଷା (5)

 

ବିଶ୍ୱାସ ହରାଏ ପ୍ରତ୍ୟୟର ପୁଞ୍ଜି

ଅୟୁତ ସ୍ବପ୍ନର ଡାଳେ

ମୃଗତୃଷ୍ଣା ପରି ଚାହିଁରହି ଥାଏ

ମାୟା ପ୍ରଣୟର ମେଳେ(6)

 

 

ସମ୍ମୋହନ ପ୍ରୀତି ଅଲୋଡ଼ା ହୁଅଇ

ପ୍ରବଞ୍ଚନା ଖାଲି ମିଳେ

ଆଶଳେଶ ର ପ୍ରାପ୍ତି ଅନ୍ତହୋଇଯାଏ

ଘୂର୍ଣନ ଜୀବନ କାଳେ (7)

 

ଡ଼ ଲଷ୍ମୀକାନ୍ତ ଦାଶ

Loading

23 thoughts on “ଘୂର୍ଣ୍ଣନ ଜୀବନ – ଡ଼ ଲଷ୍ମୀକାନ୍ତ ଦାଶ

  1. Hey There. I discovered your weblog using msn. This is a really neatly written article. I will make sure to bookmark it and come back to read more of your helpful information. Thanks for the post. I?ll certainly return.

  2. Hey there! Quick question that’s entirely off topic. Do you know how to make your site mobile friendly? My web site looks weird when viewing from my iphone. I’m trying to find a theme or plugin that might be able to correct this issue. If you have any recommendations, please share. Appreciate it!

  3. Have you ever heard of second life (sl for short). It is basically a online game where you can do anything you want. Second life is literally my second life (pun intended lol). If you would like to see more you can see these sl authors and blogs

  4. What i do not realize is in reality how you’re now not actually
    a lot more well-preferred than you might be now.
    You are so intelligent. You already know thus considerably in the case of this topic, made me individually believe it from a lot
    of various angles. Its like men and women don’t seem
    to be fascinated unless it is one thing to accomplish
    with Lady gaga! Your own stuffs excellent.

    Always care for it up!

  5. Very nice post. I just stumbled upon your weblog and wished to say that I’ve really enjoyed surfing around your blog posts.
    After all I’ll be subscribing to your feed and I hope you write again very soon!

  6. Thanks for another wonderful article. The place else may just anyone get that
    type of info in such a perfect means of writing?
    I’ve a presentation subsequent week, and I am on the search for such info.

  7. Aw, this was a really nice post. In thought I want to put in writing like this additionally – taking time and actual effort to make a very good article… however what can I say… I procrastinate alot and certainly not appear to get something done.

  8. Great post. I was checking constantly this blog and I’m impressed!Extremely helpful info specifically the last part 🙂 I care for such information a lot. I was looking for this certain information for a long time.Thank you and good luck.

Leave a Reply to free audio books Cancel reply

Your email address will not be published. Required fields are marked *