July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

ତୁମେ ଆରମ୍ଭ ତୁମେ ଶେଷ – ସବିତା ତ୍ରିପାଠୀ

ତୁମେ ଆରମ୍ଭ ତୁମେ ଶେଷ

ଆହେ ଜଗତ ଠାକୁର ଜଗନ୍ନାଥ
ତୁମେ ହିଁ ଆରମ୍ଭ
       ମୋର ତୁମେ ଶେଷ,
ତୁମ ବିନା ହେବି ମୁଁ ଅନାଥ ।   (।।)
ତୁମେ ମୋ ପିତା,ତୁମେ ମୋ ଭ୍ରାତା
ତୁମେ ମୋ ବନ୍ଧୁ ,ଶଖା,
ତୁମରି ହାତ ଧରି ନିସ୍ତରି ଯାଉ
   ମୋ ଜୀବନ ପଥ ।          (।।)
ରାତି କେବେ ପାଇନାହିଁ,
ଦିନ କେବେ ସରିନାହିଁ,
ନ ଦେଖିଲେ ଥରେ
ତୁମ ଚକାଡୋଳା,
ନୀଳଚକ୍ରେ ବସି ରଚି ଅଛ ବିଶ୍ୱକାୟା। (।।)
ମୋ ସୁନା ମୋ ଧନ
ମୋ ହୃଦ ସ୍ପନ୍ଦନ,
ତୁମେ ମୋ ମଥା ଚନ୍ଦନ
ଏ ଭବ ସାଗରୁ ପାର କର ପ୍ରଭୁ
ଦେଇ ତୁମ ଦରଶନ ।             (।।)
ବିଶ୍ଵନାଥ ତୁମେ ପରା
ପ୍ରଭୁ ଶ୍ରୀ ଜଗନ୍ନାଥ
ମହିମା ତୁମ୍ଭର ଅଟେ ଅପରମ୍ପାର
ଆହେ ମୋ କାଳିଆ ଠାକୁର ।     (।।)
ତୁମେ ହିଁ ଆରମ୍ଭ ,
ମୋର ତୁମେ ଶେଷ
ଅଭୟ ମୁଦ୍ରାରେ ନେଇ ଆଶିଷ
ଭୁଲିଯିବି ମୋର ସବୁ ଭୋକ ଶୋଷ।  (।।)
ଅସହାୟ ଏଇ ଜୀବନେ ମୋର
ତୁମେ ଏକା  ପ୍ରଭୁ ସବୁଠୁ ନିଜର,
ଆଶା ନିରାଶା ର ହୃଦୟଟା ଆଜି
ଛଳନା ଭରା ଏ ଦୁନିଆରେ,
ହାରିଯାଏ ବାରମ୍ବାର।                  (।।)
ସବିତା ତ୍ରିପାଠୀ

 250 total views,  1 views today

6 thoughts on “ତୁମେ ଆରମ୍ଭ ତୁମେ ଶେଷ – ସବିତା ତ୍ରିପାଠୀ

  1. Hello There. I found your blog using google. This iis an extremely
    welpl writtenn article. I’ll make sure to bookmark iit and return too read more of your useful
    information. Thanks for the post. I’ll certainly return.

Leave a Reply

Your email address will not be published. Required fields are marked *