ତୁମେ ଆରମ୍ଭ ତୁମେ ଶେଷ
ଆହେ ଜଗତ ଠାକୁର ଜଗନ୍ନାଥ
ତୁମେ ହିଁ ଆରମ୍ଭ
ମୋର ତୁମେ ଶେଷ,
ତୁମ ବିନା ହେବି ମୁଁ ଅନାଥ । (।।)
ତୁମେ ମୋ ପିତା,ତୁମେ ମୋ ଭ୍ରାତା
ତୁମେ ମୋ ବନ୍ଧୁ ,ଶଖା,
ତୁମରି ହାତ ଧରି ନିସ୍ତରି ଯାଉ
ମୋ ଜୀବନ ପଥ । (।।)
ରାତି କେବେ ପାଇନାହିଁ,
ଦିନ କେବେ ସରିନାହିଁ,
ନ ଦେଖିଲେ ଥରେ
ତୁମ ଚକାଡୋଳା,
ନୀଳଚକ୍ରେ ବସି ରଚି ଅଛ ବିଶ୍ୱକାୟା। (।।)
ମୋ ସୁନା ମୋ ଧନ
ମୋ ହୃଦ ସ୍ପନ୍ଦନ,
ତୁମେ ମୋ ମଥା ଚନ୍ଦନ
ଏ ଭବ ସାଗରୁ ପାର କର ପ୍ରଭୁ
ଦେଇ ତୁମ ଦରଶନ । (।।)
ବିଶ୍ଵନାଥ ତୁମେ ପରା
ପ୍ରଭୁ ଶ୍ରୀ ଜଗନ୍ନାଥ
ମହିମା ତୁମ୍ଭର ଅଟେ ଅପରମ୍ପାର
ଆହେ ମୋ କାଳିଆ ଠାକୁର । (।।)
ତୁମେ ହିଁ ଆରମ୍ଭ ,
ମୋର ତୁମେ ଶେଷ
ଅଭୟ ମୁଦ୍ରାରେ ନେଇ ଆଶିଷ
ଭୁଲିଯିବି ମୋର ସବୁ ଭୋକ ଶୋଷ। (।।)
ଅସହାୟ ଏଇ ଜୀବନେ ମୋର
ତୁମେ ଏକା ପ୍ରଭୁ ସବୁଠୁ ନିଜର,
ଆଶା ନିରାଶା ର ହୃଦୟଟା ଆଜି
ଛଳନା ଭରା ଏ ଦୁନିଆରେ,
ହାରିଯାଏ ବାରମ୍ବାର। (।।)
ସବିତା ତ୍ରିପାଠୀ
750 total views, 1 views today
That is a good tip especially to those fresh to the blogosphere. Simple but very accurate infoÖ Many thanks for sharing this one. A must read article!
Thanks designed for sharing such a nice opinion, paragraph is fastidious, thats why i have read it fully
I dugg some of you post as I thought they were very helpful invaluable
Fabulous, what a web site it is! This webb sute provides useful data to us,
keep it up.
Hi there to every body, it’s my first paay a quick visit
of this website; this blog contains awesome aand genuijely
excellent data for visitors.
Hello There. I found your blog using google. This iis an extremely
welpl writtenn article. I’ll make sure to bookmark iit and return too read more of your useful
information. Thanks for the post. I’ll certainly return.
Hello, I enjoy reading alll of your article. I like tto write a ittle comment to support you.
Hello, after reading this amazing article i am as welll happy to share my familiarity here with mates!
Greetings! Very helpful advbice in this particular
article! It’s tthe little changes thast make the most important changes.
Many thankms for sharing!