March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଉଡ଼ିଗଲା ପକ୍ଷୀ — ସୀମାଞ୍ଚଳ ପଣ୍ଡା

*ଉଡ଼ିଗଲା ପକ୍ଷୀ*

ଉଡ଼ି ଯିବା ପକ୍ଷୀ ଶୂନ୍ୟ ପଞ୍ଜୁରୀ କି
ନ ଆସଇ ଫେରି କେବେ,
କୃତ  କର୍ମ  ତାର  ସାକ୍ଷୀ ପରକାର
ରହି  ଯାଏ   ଏହି  ଭବେ।

ସମୟ ସେପରି ଆସେ ନାହିଁ ଫେରି
ବାର  ବାର   ଧରା  ଧାମେ,
ଚଳିଯାଏ ବେଗେ ନଅଟକେ ଆଗେ
ଫେରେନାହିଁ କେଉଁ କାମେ।

ଆଜି  ଅଛି  କାଲି ଯିବ ପୁଣି  ଚାଲି
ଦୁଇ    ହଜାର     କୋଡ଼ିଏ,
ଦେଇଗଲାଶିକ୍ଷା କାଟିଦେଲାରେଖା
ଅଲିଭା     ସେ    ଦାଗଟିଏ।

ଭବ  ଆକର୍ଷଣ   କରି ଦେଲା ଛିନ୍ନ
ସ୍ରଷ୍ଟାଙ୍କୁ    ଦେଲା    ଆହ୍ୱାନ,
ବିଧାନ କରତା  କିଦେବେ ବାରତା
ଚାହିଁଛି       ଜନ     ଜୀବନ।

କରିଲା  ନିରାଶା   ତୁଟାଇ ଭରସା
ଛାଡ଼ି   ଯାଏ     ତାର    କର୍ମ,
ଧରଣୀ    ବୁକୁର  ଶମଶାନ  ତାର
ରଚି     ଗଲା    ଯୁଗ    ଧର୍ମ।

ପକ୍ଷୀ   ପରି  ଆଜି ଯାଉଅଛି  ହଜି
କାଳ   ନଭ   ଦେଶେ   ସେହି,
ଦୁଇହଜାରକୋଡ଼ି ନାଶକଲା କୋଟି
ଜୀବନକୁ      ଦେଲା     ଦହି।

ସାଧିଲା  ସେ ଦାଉ ଫେରିବକିଆଉ
ପକ୍ଷୀ    ପରି    ଯାଏ    ଉଡ଼ି,
ଭଲ  ପାଇଁ  ତାର ଝୁରନ୍ତା  ସଂସାର
ମନରୁ      ଦେଲେଣି    ତଡ଼ି।

ଦେଇଗଲା  ବାଧା ବୁଡ଼ିଲା   ଶରଧା
ଧରା      ହେଲା     ଶମଶାନ,
ବିଶ୍ୱ ବାସୀ ଆଜି  ଦେଲେଣି ବରଜି
ନୂତନେ      କରି      ଆହ୍ୱାନ।

*************************

ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪।
ସ୍ୱରଚିତ********************

 588 total views,  1 views today

Leave a Reply

Your email address will not be published. Required fields are marked *