August 11, 2022
11 11 11 AM
*ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ*
*ବିଶ୍ୱ ଦେଖ ମଧୁମୟ ରେ ଜୀବନ–ଗଙ୍ଗାଧର ମେହେର*
*Live for You–Monalisa Parida*
*ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ*
*ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧)
ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର
ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ
ମାଟି ର ମଣିଷ — ସୁଜାତା ପତି
ମାଟି ର ମଣିଷ — ଭାରତୀ ପଣ୍ଡା
ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ
ମାଟି ର ମଣିଷ — ଅଭିପ୍ସା ଧଳ
ମାଟିର ମଣିଷ — ଚିନ୍ମୟୀ ମହାପାତ୍ର 
ମାଟିର ମଣିଷ — ଅର୍ଚ୍ଚନା ନାୟକ
ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର
ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା
ମାଟି ମଟାଳର ମଣିଷ — ରମେଶ କୁମାର ସାହୁ
ମାଟି ମଟାଳର ମଣିଷ — ଭ୍ରମର ବାଗ
ମାଟି ମଟାଳର ମଣିଷ — ଚିନ୍ମୟୀ ମହାପାତ୍ର
ମାଟି ମଟାଳର ମଣିଷ — ସୀମାଞ୍ଚଳ ଖଟୁଆ
ମାଟି ମଟାଳର ମଣିଷ — ପ୍ରଶାନ୍ତ କୁମାର ନାଥ
Latest Post
*ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ* *ବିଶ୍ୱ ଦେଖ ମଧୁମୟ ରେ ଜୀବନ–ଗଙ୍ଗାଧର ମେହେର* *Live for You–Monalisa Parida* *ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ* *ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧) ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ ମାଟି ର ମଣିଷ — ସୁଜାତା ପତି ମାଟି ର ମଣିଷ — ଭାରତୀ ପଣ୍ଡା ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ ମାଟି ର ମଣିଷ — ଅଭିପ୍ସା ଧଳ ମାଟିର ମଣିଷ — ଚିନ୍ମୟୀ ମହାପାତ୍ର  ମାଟିର ମଣିଷ — ଅର୍ଚ୍ଚନା ନାୟକ ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା ମାଟି ମଟାଳର ମଣିଷ — ରମେଶ କୁମାର ସାହୁ ମାଟି ମଟାଳର ମଣିଷ — ଭ୍ରମର ବାଗ ମାଟି ମଟାଳର ମଣିଷ — ଚିନ୍ମୟୀ ମହାପାତ୍ର ମାଟି ମଟାଳର ମଣିଷ — ସୀମାଞ୍ଚଳ ଖଟୁଆ ମାଟି ମଟାଳର ମଣିଷ — ପ୍ରଶାନ୍ତ କୁମାର ନାଥ

ଋତୁରାଜ ବସନ୍ତ — ସୁଦର୍ଶନ ମହାପାତ୍ର

ଋତୁରାଜ ବସନ୍ତ

ଗୋଟିଏ ବରଷେ ଛଅ ଋତୁ ପରା
ପ୍ରତି ଋତୁ ଦୁଇ ମାସ
ବାରଟି ମାସରେ ଛଅ ଋତୁଙ୍କର
ଲାଗିଥାଏ ଯାଆ ଆସ ।।

ଗ୍ରୀଷ୍ମ ବର୍ଷା ପରେ ଆସଇ ଧରାକୁ
ଶରତ ପୁଣି ହେମନ୍ତ
ତା ପଛକୁ ଆସେ ଶୀତ ଋତୁ ପରା
ଶେଷକୁ ବିଜେ ବସନ୍ତ ।।

ଚଇତାଳି ମଲ୍ଲୀ ଚହଟ ଚାମେଲୀ
ରକ୍ତଜବା କୁସୁମରେ
ଅନୁପମ ଶୋଭା ଆନନ୍ଦର ବିଭା
ସତେ ଖେଳେ ବଗିଚାରେ ।।

ଥୁଣ୍ଟା ବୃକ୍ଷରାଜି ପଲ୍ଲବିତ ହୁଏ
ସୁନ୍ଦର ଦିଶଇ ଧରା
ସୁନୀଳ ଆକାଶେ ଜହ୍ନ ହସୁଥାଏ
ସରୋବରେ ପଦ୍ମ ପରା ।।

ଚୂତ ଡାଳେ ବସି କୋଇଲି ଗାଅଇ
ବହେ ମୃଦୁ ସମୀରଣ
ବଉଳ ପେନ୍ଥିର ସୁମଧୁର ବାସ୍ନା
ବିଭୋରିତ କରେ ପ୍ରାଣ ।।

ଋତୁରାଜ ଏଇ ବସନ୍ତ ଆସଇ
ସାଥିରେ ମଳୟ ଧରି
ପିଲାଙ୍କର ମନ ଖୁସିରେ ଉଚ୍ଚାଟ
ଖେଳିବାକୁ ପରା ହୋଲି ।।

# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ,କଟକ#

 503 total views,  1 views today

Leave a Reply

Your email address will not be published.

fifty two − 42 =