March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପାହାନ୍ତି ସପନ–ରଶ୍ମିରଞ୍ଜନ ଶତପଥୀ*

ପାହାନ୍ତି ସପନ
_____________
ଶେଷ ଶ୍ରାବଣର ଭିଜା ବରଷାରେ
ଭିଜିବାକୁ କଥା ଥିଲା।
ଜହ୍ନ ରାଇଜରେ ଜୋଛନା ଜୁଆରେ
ହଜିବାକୁ କଥା ଥିଲା । ।୧।

ସୁନେଲି ସଞ୍ଜରେ ସାଗର ବେଳାରେ
ତୋଳିବାକୁ ବାଲି ଘର ।
କଥା ଥିଲା ପ୍ରିୟା ପରଷି ଦେବାକୁ
ପ୍ରୀତିର ପୀୟୁଷ ଝର । ।୨।

ସ୍ଵପ୍ନାବତି ସାଜି ନୀଳ ଦରିଆରେ
ସୁଖର ନଉକା ବାହି ।
ଭାସିବାକୁ ଥିଲା ଉଜାଣି ଢେଉରେ
ମେଘର ମହ୍ଲାର ଗାଇ। ।୩।

ପାହାନ୍ତି ସପନେ ପ୍ରେମ ବଂଶୀସ୍ବନେ
ଖୁସିର ମୁକ୍ତା ବରଷାଇ।
ପ୍ରୀତିର ନୀଡ଼ ଗଢି଼ବାର ଥିଲା
ସ୍ନେହ ଶରଧାର ସ୍ପର୍ଶ ଦେଇ। ।୪।

ସ୍ବପ୍ନର ଶେଫାଳୀ ଗଲାଣି
ମଉଳି ନୀରବ ନିଶୀଥେ ଯାଇ।
କେତେ ଦୀର୍ଘ ଶ୍ୱାସ କବର ନେଲାଣି
ତୁମରି ବାଟକୁ ଚାହିଁ। ।୫।

ରଶ୍ମିରଞ୍ଜନ ଶତପଥୀ
କନପୁର, କେନ୍ଦ୍ରାପଡ଼ା
RASMIRANJAN SATAPATHY

Loading

14 thoughts on “*ପାହାନ୍ତି ସପନ–ରଶ୍ମିରଞ୍ଜନ ଶତପଥୀ*

  1. Hi there! This text could not be created far better! Taking a look at this informative article jogs my memory of my earlier roommate! He usually held preaching relating to this. I most undoubtedly will ship this information and facts to him. Quite positive he’ll have a very good browse. Thanks for sharing!

  2. My programmer is trying to convince me to move
    to .net from PHP. I have always disliked the idea because of the expenses.
    But he’s tryiong none the less. I’ve been using Movable-type
    on numerous websites for about a year and am anxious about switching to another platform.
    I have heard good things about blogengine.net. Is there a way I can transfer all my
    wordpress content into it? Any help would be greatly appreciated!

  3. Hey there! I know this is kinda off topic but I was wondering which
    blog platform are you using for this website?
    I’m getting sick and tired of WordPress because I’ve had issues with hackers
    and I’m looking at options for another platform.

    I would be awesome if you could point me in the
    direction of a good platform.

  4. Thanks for any other magnificent article.

    Where else could anybody get that kind of info in such an ideal approach of writing?
    I’ve a presentation next week, and I’m on the search for such
    info.

  5. Attractive section of content. I just stumbled upon your blog and in accession capitalto assert that I get actually enjoyed account your blog posts.Anyway I will be subscribing to your feeds and even I achievement you access consistentlyfast.

  6. I think the admin of this web page is genuinely working hard in support of his website, for the reason that here every material is quality based information.

Leave a Reply to driveway sealing Cincinnati Cancel reply

Your email address will not be published. Required fields are marked *