January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ପାହାନ୍ତି ସପନ–ରଶ୍ମିରଞ୍ଜନ ଶତପଥୀ*

ପାହାନ୍ତି ସପନ
_____________
ଶେଷ ଶ୍ରାବଣର ଭିଜା ବରଷାରେ
ଭିଜିବାକୁ କଥା ଥିଲା।
ଜହ୍ନ ରାଇଜରେ ଜୋଛନା ଜୁଆରେ
ହଜିବାକୁ କଥା ଥିଲା । ।୧।

ସୁନେଲି ସଞ୍ଜରେ ସାଗର ବେଳାରେ
ତୋଳିବାକୁ ବାଲି ଘର ।
କଥା ଥିଲା ପ୍ରିୟା ପରଷି ଦେବାକୁ
ପ୍ରୀତିର ପୀୟୁଷ ଝର । ।୨।

ସ୍ଵପ୍ନାବତି ସାଜି ନୀଳ ଦରିଆରେ
ସୁଖର ନଉକା ବାହି ।
ଭାସିବାକୁ ଥିଲା ଉଜାଣି ଢେଉରେ
ମେଘର ମହ୍ଲାର ଗାଇ। ।୩।

ପାହାନ୍ତି ସପନେ ପ୍ରେମ ବଂଶୀସ୍ବନେ
ଖୁସିର ମୁକ୍ତା ବରଷାଇ।
ପ୍ରୀତିର ନୀଡ଼ ଗଢି଼ବାର ଥିଲା
ସ୍ନେହ ଶରଧାର ସ୍ପର୍ଶ ଦେଇ। ।୪।

ସ୍ବପ୍ନର ଶେଫାଳୀ ଗଲାଣି
ମଉଳି ନୀରବ ନିଶୀଥେ ଯାଇ।
କେତେ ଦୀର୍ଘ ଶ୍ୱାସ କବର ନେଲାଣି
ତୁମରି ବାଟକୁ ଚାହିଁ। ।୫।

ରଶ୍ମିରଞ୍ଜନ ଶତପଥୀ
କନପୁର, କେନ୍ଦ୍ରାପଡ଼ା
RASMIRANJAN SATAPATHY

 1,269 total views,  2 views today

14 thoughts on “*ପାହାନ୍ତି ସପନ–ରଶ୍ମିରଞ୍ଜନ ଶତପଥୀ*

  1. Hi there! This text could not be created far better! Taking a look at this informative article jogs my memory of my earlier roommate! He usually held preaching relating to this. I most undoubtedly will ship this information and facts to him. Quite positive he’ll have a very good browse. Thanks for sharing!

  2. My programmer is trying to convince me to move
    to .net from PHP. I have always disliked the idea because of the expenses.
    But he’s tryiong none the less. I’ve been using Movable-type
    on numerous websites for about a year and am anxious about switching to another platform.
    I have heard good things about blogengine.net. Is there a way I can transfer all my
    wordpress content into it? Any help would be greatly appreciated!

  3. Hey there! I know this is kinda off topic but I was wondering which
    blog platform are you using for this website?
    I’m getting sick and tired of WordPress because I’ve had issues with hackers
    and I’m looking at options for another platform.

    I would be awesome if you could point me in the
    direction of a good platform.

  4. Thanks for any other magnificent article.

    Where else could anybody get that kind of info in such an ideal approach of writing?
    I’ve a presentation next week, and I’m on the search for such
    info.

  5. Attractive section of content. I just stumbled upon your blog and in accession capitalto assert that I get actually enjoyed account your blog posts.Anyway I will be subscribing to your feeds and even I achievement you access consistentlyfast.

  6. I think the admin of this web page is genuinely working hard in support of his website, for the reason that here every material is quality based information.

Leave a Reply

Your email address will not be published. Required fields are marked *