April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସାହିତ୍ୟରେ ଯାଉ ପ୍ରାଣ–ସୁପ୍ରଜିତ୍ ସାହୁ*

#ସାହିତ୍ୟରେ_ଯାଉ_ପ୍ରାଣ

ଏ ଜୀବନ ଦିଏ ମତେ
ଯେବେ କଷଣ…ଯେତେ କଷଣ
ଆଖି ଭରି ଦେଖିନିଏ
ତୋ’ ସପନ….. ତୋ’ ସପନ

ହଟିବ ହଟିବ ନଭୁ ଦୁଃଖର ବାଦଲ
ଜାଗିବ ଚେତନା ଭାନୁ..
ଫେରିବ ସକାଳ
ରାତି ସରି….ହେବ ପୁଣି….ସୁଖର ଦିନ……।

ଅଙ୍କେ ଅଙ୍କେ ଆଙ୍କିଅଛୁ ଛନ୍ଦର ଅଙ୍କନ
ତୁ’ କି ଜାଣୁ କେତେ ତୃପ୍ତି ପାଇଛି ଏ ମନ..
ଏକା ଥାଇ ଏକା ନାହିଁ ତୁ’ ଅଛୁ ବୋଲି
ପିଇଯାଏ ଆଖି ଲୁହ ହସେ ଓଠ ଖୋଲି
କରି ପର…. ଏ ଦୁନିଆ…ହେଲି ତୋ’ ଅଧୀନ…..।

ଗହଣରେ ଅଛୁ ବୋଲି ତୁ’ ମୋ’ର ଗହଣା
ସ୍ୟାହୀ ଧାରେ ଢଳୁ ବୋଧେ ସାହିତ୍ୟ ତୋ’ ନାଆଁ
ଦେଖିବ ଦୁନିଆ ଦିନେ ଲେଖନୀର ବଳ..
କାଚକୁ ସେ ଦେଇପାରେ କାଞ୍ଚନର ମୂଲ…
ତତେ ଝୁରି…ଯାଉ ସରି…ଏଇ ପରାଣ……….।

ନିଶି ଅନ୍ତେ ଯିବ ଝଡ଼ି ଏଇ ପରାଣ ଶେଫାଳୀ
ଜୀବନର ପିଆଲା ଟା ଶୁଷ୍କ ଥିବ ପଡ଼ି
ନିଃଶ୍ୱାସର ବିଶ୍ଵାସଟା ଅଛି ଯେଉଁ ଯାଏଁ..
ରହିଥିଲୁ ରହିଥିବୁ ଏଇ ମୋ’ ହୃଦୟେ…
ଶେଷ କାଳେ…. ତୋ’ କୋଳେ… ଦେବୁ ଶରଣ…।

✍️ #ସୁପ୍ରଜିତ୍ ସାହୁ

Loading

6 thoughts on “*ସାହିତ୍ୟରେ ଯାଉ ପ୍ରାଣ–ସୁପ୍ରଜିତ୍ ସାହୁ*

  1. I have been exploring for a bit for any high quality articles or weblog posts on this sort
    of house . Exploring in Yahoo I ultimately stumbled upon this web site.
    Reading this information So i am satisfied to exhibit that I have a very good
    uncanny feeling I came upon just what I needed. I such a lot unquestionably
    will make sure to don?t put out of your mind this web site
    and provides it a glance on a constant basis.

  2. I’ll immediately clutch your rss as I can’t find your email subscription hyperlink or e-newsletter service.
    Do you’ve any? Kindly permit me know so that I could
    subscribe. Thanks.

  3. Pretty element of content. I simply stumbled upon your site and in accession capital to say that I acquire actually
    enjoyed account your blog posts. Any way I will
    be subscribing to your augment and even I success you access constantly rapidly.

Leave a Reply

Your email address will not be published. Required fields are marked *