“ତୁମେକାହିଁକି ଆସହେ ମୃତ୍ୟୁ”
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ଜୀବନ ପାଣିର ବୁଦ୍ ବୁଦ୍ ସମ
ଜୀବନ ଯନ୍ରଣାପୂର୍ଣ୍ଣ
ତଥାପିମଣିଷଭଲପାଏ
ଜୀବନକୁ ପ୍ରତିକ୍ଷଣ ।
ଜୀବନ ଯେତେ ଫୁଲରସମ
ସେତେକଣ୍ଟକ ଅଙ୍ଗାରପୂର୍ଣ୍ଣ
ତଥାପିମଣିଷଭଲପାଏ
କାରଣ‐‐‐ଜୀବନଠୁ ସବୁ ମୂଲ୍ଯହୀନ ।
ଯେତେବେଳେ ସମୟଆସେ
ଜୀବନର ଦୋଛକିରେ
ମଣିଷଉପନିତ ହୁଏ ମ୍ରୁତ୍ୟୁର କବଚରେ ।
ମଣିଷବ୍ୟାକୁଳ ହୋଇ କହେ
ହେ ‘ ମ୍ରୁତ୍ୟୁ ତୁମେ କାହିଁକି ଆସ
ସହିଜିବି ଜୀବନରେ ଯେତେ ଦୁଃଖ କଷ୍ଟ
ଏଜୀବନ ମୋପାଇଁ ଆଣି ଦିଏ
ହ୍ରୁଦୟେ ନୂତନ ପୁଲକ ।
ହେ’ ମ୍ରୁତ୍ୟୁତୁମେ କାହିଁକି ଆସ
ମୋହରେ ବାନ୍ଧିଛି ମୋର ସଖା ସହୋଦର ।
ପିତାମାତା ଆତ୍ମିୟ ନିଜର
ଏପ୍ରେମିୟ ସ୍ବର୍ଗିୟ ବନ୍ଧନ
କିପରି କରିବି ମୁଁଛିନ୍ନ
ନିଅନିଟାଣି ମୋତେ ମ୍ରୁତ୍ଯୁରକୋଳକୁ
ତୁମେ କହିଁକି ଆସହେ ମ୍ରୁତ୍ୟୁ
ଛାଡି ଯାଇପାରିବାନି ପାର୍ଥିବ ଜଗତକୁ ।
ଶୋଭାଗିନୀ ନନ୍ଦ
ଜୟପୁର [କୋରାପୁଟ]
328 total views, 1 views today
i love this complete article