October 27, 2021
11 11 11 AM
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
Latest Post
*ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

*ନିଦାଘ ସଙ୍ଗୀତ–ସୁବାସ ଚନ୍ଦ୍ର ସାହୁ*

ନିଦାଘ ସଙ୍ଗୀତ
*****************************

ନିଦାଘ ବେଳାର ନିରୋଳା ସଙ୍ଗୀତ
ଅତୀତର ସ୍ମୃତି ତୋଳେ
ମନ ରୋମନ୍ଥନ କରେ ଆନମନା
ଅତୀତର ଦାବାନଳେ ।
ବାହାରେ ଜଳୁଛି ମୁକୁଳା ପୃଥିବୀ
ମନ ତଳେ ଜଳେ ସ୍ମୃତି
ନିଦାଘ ସଙ୍ଗୀତ ହୃଦୟ ଜାଳୁଛି
ସ୍ମୃତି ଅପାସୋରା ପ୍ରୀତି ।
ତୁମ ବକ୍ଷ ତଳେ ମୁହଁକୁ ଲୁଚାଇ
ଭାବିଥିଲି ଯେଉଁ କଥା
ନିରୋଳା ବେଳାରେ ମନ ପଡେ ସ୍ମୃତି
ହୃଦେ ଦିଏ ବହୁ ବ୍ୟଥା ।
ଆଜି ବି ମନକୁ ଆସେ ତୁମ ସ୍ମୃତି
ନିଦାଘ ସଙ୍ଗୀତ ପରି
ଉଦାସ ମନରେ ବିରହ ବ୍ୟଥାରେ
ଜୀବନ ଯାଉଛି ସରି ।
ଗ୍ରୀଷ୍ମର ଅନଳ ଜ୍ବଳନ ଯନ୍ତ୍ରଣା
ଅସହ୍ୟ ହେଉଛି ଏବେ
ପ୍ରୀତିର ଚନ୍ଦନ ପ୍ରଲେପ କରିଣ
ବୋଳି ଦିଅ ପ୍ରେମ ହୃଦେ ।

************************************
ସୁବାସ ଚନ୍ଦ୍ର ସାହୁ (ଅଧ୍ୟାପକ)
ଗ୍ରା/ପୋଷ୍ଟ-ପଦ୍ମପୁର , ଜିଲ୍ଲା-ରାୟଗଡା
Subash Chandra sahu

 303 total views,  4 views today

Leave a Reply

Your email address will not be published. Required fields are marked *