April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ନିଦାଘ ସଙ୍ଗୀତ–ସୁବାସ ଚନ୍ଦ୍ର ସାହୁ*

ନିଦାଘ ସଙ୍ଗୀତ
*****************************

ନିଦାଘ ବେଳାର ନିରୋଳା ସଙ୍ଗୀତ
ଅତୀତର ସ୍ମୃତି ତୋଳେ
ମନ ରୋମନ୍ଥନ କରେ ଆନମନା
ଅତୀତର ଦାବାନଳେ ।
ବାହାରେ ଜଳୁଛି ମୁକୁଳା ପୃଥିବୀ
ମନ ତଳେ ଜଳେ ସ୍ମୃତି
ନିଦାଘ ସଙ୍ଗୀତ ହୃଦୟ ଜାଳୁଛି
ସ୍ମୃତି ଅପାସୋରା ପ୍ରୀତି ।
ତୁମ ବକ୍ଷ ତଳେ ମୁହଁକୁ ଲୁଚାଇ
ଭାବିଥିଲି ଯେଉଁ କଥା
ନିରୋଳା ବେଳାରେ ମନ ପଡେ ସ୍ମୃତି
ହୃଦେ ଦିଏ ବହୁ ବ୍ୟଥା ।
ଆଜି ବି ମନକୁ ଆସେ ତୁମ ସ୍ମୃତି
ନିଦାଘ ସଙ୍ଗୀତ ପରି
ଉଦାସ ମନରେ ବିରହ ବ୍ୟଥାରେ
ଜୀବନ ଯାଉଛି ସରି ।
ଗ୍ରୀଷ୍ମର ଅନଳ ଜ୍ବଳନ ଯନ୍ତ୍ରଣା
ଅସହ୍ୟ ହେଉଛି ଏବେ
ପ୍ରୀତିର ଚନ୍ଦନ ପ୍ରଲେପ କରିଣ
ବୋଳି ଦିଅ ପ୍ରେମ ହୃଦେ ।

************************************
ସୁବାସ ଚନ୍ଦ୍ର ସାହୁ (ଅଧ୍ୟାପକ)
ଗ୍ରା/ପୋଷ୍ଟ-ପଦ୍ମପୁର , ଜିଲ୍ଲା-ରାୟଗଡା
Subash Chandra sahu

 766 total views,  1 views today

6 thoughts on “*ନିଦାଘ ସଙ୍ଗୀତ–ସୁବାସ ଚନ୍ଦ୍ର ସାହୁ*

  1. Hello there! This is my first visit to your blog! We are a collection of volunteers and
    starting a new initiative in a community in the same niche.
    Your blog provided us valuable information to work
    on. You have done a marvellous job!

  2. Thank you a lot for sharing this with all of us you actually know what you’re talking approximately!
    Bookmarked. Kindly also visit my web site =).
    We can have a hyperlink trade contract among us

  3. Hey very nice web site!! Man .. Beautiful .. Superb .. I’ll bookmark your
    blog and take the feeds additionally? I’m happy to find a lot of helpful info
    right here in the publish, we want develop more strategies in this regard, thank
    you for sharing. . . . . .

  4. Hello there, I found your website via Google at the same time as
    looking for a comparable subject, your website got here up, it looks great.

    I have bookmarked it in my google bookmarks.
    Hello there, just was aware of your blog thru Google, and
    located that it’s truly informative. I’m gonna be careful for brussels.
    I’ll appreciate if you proceed this in future. A lot of other folks will probably be benefited
    from your writing. Cheers!

  5. excellent points altogether, you simply won a new reader.
    What would you recommend about your publish that you just made
    a few days ago? Any certain?

Leave a Reply

Your email address will not be published. Required fields are marked *