July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*ହେ ଲୀଳାମୟ ଠାକୁର..–ପ୍ରଶାନ୍ତ କୁମାର ଶତପଥୀ*

🙏ହେ ଲୀଳାମୟ ଠାକୁର.. 🙏

ଜଗତ କରତା ହେ ବଡ଼ ଠାକୁର
ମନରେ କଲକି ରୋଷ,
ବିନା ଭକତରେ ମନ୍ଦିରେ ରହୁଛ
ରଙ୍ଗ ଅଧରରେ ହସ l
ଭକତର ପାଇଁ ଦେହେ ପୀଡା ପାଇ
ଅଣସର ଘରେ ରୁହ,
ଜ୍ୱରର ପ୍ରକୋପେ ଶରୀର ଅସୁସ୍ଥ
କେତେ କଷ୍ଟ ପ୍ରଭୁ ସହ l
ଭକତର ବନ୍ଧୁ ଭକତ ସୋଦର
କେତେ ନାମ ଅଛ ବହି,
ବିନା ଭକତରେ ଘୋଷଯାତ୍ରା କଲେ
ପାରିବକି ପ୍ରଭୁ ସହି l
ଘୋଷଯାତ୍ରା ବେଳେ ରଥର ଉପରେ
ଦରଶନେ ଥାଏ ମନ ,
କୋଟିଏ ପାପରୁ ମୁକତି ମିଳଇ
ହୁଏ ନାହିଁ ଆଉ ଜନ୍ମ l
ମାୟାଧର ପ୍ରଭୁ ମାୟା କରିଦିଅ
ସବୁ ହୋଇଯାଉ ସ୍ଥିର,
ଚତୁର୍ଦ୍ଧା ମୂରତି ଦର୍ଶନ କରିଣ
ଧନ୍ୟ ହୋଇଯିବେ ନର l

ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର
8761143868

 870 total views,  2 views today

3 thoughts on “*ହେ ଲୀଳାମୟ ଠାକୁର..–ପ୍ରଶାନ୍ତ କୁମାର ଶତପଥୀ*

Leave a Reply

Your email address will not be published. Required fields are marked *