March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପିତା –ରମାକାନ୍ତ ଦାସ*

**ପିତା **
✍️ରମାକାନ୍ତ ଦାସ

ଯାହା ପାଇଁ ଆଜି ଏଇ ମୋ ଜୀବନ
ଯାହା ପାଇଁ ଯଉବନ
ଯାହା ପାଇଁ ଚାଲେ
ମୋ ଦେହେ ପବନ
ସେ ହିଁ ମୋର ଭଗବାନ
ସେ ହିଁ ମୋର ଭଗବାନ,,,,,,,,,,,

ଯାହା ପାଇଁ ଆଜି ଏ ଧରାପୃଷ୍ଠରେ
ନେଇଛି ମୁଁ ଜନମ
ତାଙ୍କ ପରିଚୟେ ବାଟ ମୁଁ ଚାଲଇ
ମୋ ଜୀବନ ହେଲା ଧନ୍ୟ
ସେ ହିଁ ମୋର ଭଗବାନ
ସେ ହିଁ ମୋର ଭଗବାନ,,,,,,,,,,,,,

ହାତ ଧରି ମୋର ଚାଲି ଶିଖେଇଲେ
ଏ ଦୁନିଆଁ ର ପଥ ଦେଖେଇଲେ
ସବୁ ଦୁଃଖ ଓ ସବୁ କଷ୍ଟ ସହି
ମୋ ଦେହେ ଦେଲେ ଜୀବନ
ସେ ହିଁ ମୋର ଭଗବାନ
ସେ ହିଁ ମୋର ଭଗବାନ,,,,,,,,,,,,,

ନିଜ ରକତକୁ ପାଣି କରି
ସେ କରମ କରନ୍ତି
ସଭିଙ୍କ ଓଠରେ ହସ ଫୁଟାନ୍ତି ସେ
ସତ କରିଥାନ୍ତି ଆମ ସବୁ ସପନ
ସେ ହିଁ ମୋର ଭଗବାନ
ସେ ହିଁ ମୋର ଭଗବାନ,,,,,,,,,,,,,,

ଅବୁଝା ହେଲେ ସେ ବୁଝେଇ ଦିଅନ୍ତି
କୁହନ୍ତି ହବୁନି ଦୁଷ୍ଟ
ବେଶି ଦୁଷ୍ଟ ହେଲେ ଛାଟ ଦେଖେଇକି
କରିଥାନ୍ତି ଶାସନ
ସେ ହିଁ ମୋର ଭଗବାନ
ସେ ହିଁ ମୋର ଭଗବାନ,,,,,,,,,,,,,,

ସେ ମୋ ପାଇଁ ଜୀବନ୍ତ ଠାକୁର
ସେ ମୋର ଭଗବାନ
ତାଙ୍କ ପାଦ ଧୂଳି ଦେହସାରା ବୋଳି
ନିଜକୁ କରେ ମୁଁ ଧନ୍ୟ
ସେ ହିଁ ମୋର ଭଗବାନ
ସେ ହିଁ ମୋର ଭଗବାନ,,,,,,,,,,,,,

ସେନେହର ମନ୍ଦିର ସେ
ଆଶିଷର ବରଷା
ଜୀବନର ଚଲା ବାଟେ
ସେ ଏକା ଭରସା
ତାଙ୍କ ସହିତ କେହି ନୁହଁନ୍ତି ସମାନ
ସେ ହିଁ ମୋର ଭଗବାନ
ସେ ହିଁ ମୋର ଭଗବାନ,,,,,,,,,,,,,,

ସରଗଠୁ ବଡ ସେ ତ
ଦରିଆ ଠୁ ଗଭୀର
ଆମେ ସବୁ ପୂଜା ଫୁଲ
ସେ ଆମ ମନ୍ଦିର
ତାଙ୍କ ପାଇଁ ଆଜି ଏଇ ମୋ ଜୀବନ
ସେ ହିଁ ମୋର ଭଗବାନ
ସେ ହିଁ ମୋର ଭଗବାନ,,,,,,,,,,,,,

ନନ୍ଦିଗ୍ରାମ, ନାଉଗାଁ, ଜଗତସିଂହପୁର
ଫୋନ ନମ୍ବର :-9668815369

Loading

8 thoughts on “*ପିତା –ରମାକାନ୍ତ ଦାସ*

  1. It’s perfect time to make a few plans for the
    future and it is time to be happy. I have read this publish and if I could I want to counsel you few attention-grabbing issues or advice.
    Maybe you could write next articles regarding this article.
    I wish to learn more things about it!

  2. It is perfect time to make a few plans for the future and it’s time to be happy.
    I have read this post and if I may just I desire to counsel
    you few interesting issues or tips. Maybe you can write subsequent articles
    regarding this article. I wish to learn more issues about it!

  3. I am really enjoying the theme/design of your website.
    Do you ever run into any internet browser compatibility issues?
    A number of my blog readers have complained about my blog not operating correctly in Explorer but looks great in Chrome.
    Do you have any ideas to help fix this issue?

Leave a Reply to Vernon Cancel reply

Your email address will not be published. Required fields are marked *