April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଶରତ ସନ୍ଧ୍ୟାରେ–ଶ୍ରୀକାନ୍ତ ପଣ୍ଡା*

ଶୀର୍ଷକ — ଶରତ ସନ୍ଧ୍ୟାରେ

ଶରତେ ମରତେ କି ଶୋଭା ଚହଟେ
ସନ୍ଧ୍ୟାର ଅଳସ ମେଳେ
ଚାନ୍ଦ ତାରା ମେଳେ ଭସା ବାଦଲରେ
ଅପୂର୍ବ ଆସର ତୋଳେ ।।

କୃଷ୍ଣ ସୁଦାମାର ଓଢଣୀ ଫାଙ୍କରୁ
ସୁନେଲି କିରଣ ଖସେ
ସପ୍ତରଙ୍ଗ ଧାରେ ମେଖଳା ସଜେଇ
ଇନ୍ଦ୍ରଧନୁ ସତେ ହସେ ।।

ତନ୍ଦ୍ରା ଭିଜା ତନୁ ମାଳତୀ, କେତକୀ
କାମିନୀ, କାଞ୍ଚନ, ହେନା
ମୃଦୁ ମୃଗାଙ୍କରେ କାଶତଣ୍ଡି ନାଚେ
ମନ ହୁଏ ଆନମନା ।।

କୁମ୍ଭାଟୁଆ ଭେରି ଗିରି କାନନରେ
ପ୍ରକମ୍ପିତ ଝର ଜଳ
କିଚିରି ମିଚିରି ଶବ୍ଦେ ଆହ୍ଲାଦିତ
ବିହଙ୍ଗର କୋଳାହଳ ।।

ନୀଳ ଜଳଧାରେ ନୀଳ ନଭ ଆଙ୍କେ
ପ୍ରୀତି ପ୍ରତିଛବି ମାଳ
ଶତ ଶୋଭାରାଜି ଶିହରଣ ବୋଳେ
ଶରତ ସନ୍ଧ୍ୟାର କାଳ ।।

ଶ୍ରୀକାନ୍ତ ପଣ୍ଡା
ବସନ୍ତିଆ
ଭଦ୍ରକ

Sreekanta Panda
Basantia
Bhadrak

Loading

6 thoughts on “*ଶରତ ସନ୍ଧ୍ୟାରେ–ଶ୍ରୀକାନ୍ତ ପଣ୍ଡା*

  1. Hello There. I found your weblog the use of msn. This is a really neatly
    written article. I’ll make sure to bookmark it and return to learn extra
    of your useful info. Thank you for the post. I will definitely
    return.

  2. I simply could not go away your website prior to suggesting that I extremely enjoyed the standard information an individual
    provide on your visitors? Is going to be back incessantly to
    check out new posts

  3. What i don’t understood is in reality how you are no longer really much more neatly-favored than you may be
    right now. You’re so intelligent. You already know thus considerably on the
    subject of this subject, made me for my part imagine it from
    numerous various angles. Its like men and women are
    not fascinated except it is something to do with Girl gaga!
    Your personal stuffs excellent. All the time take care of
    it up!

  4. Hi there, just became alert to your blog through Google, and found that it’s really informative.
    I am going to watch out for brussels. I’ll be grateful if you
    continue this in future. Many people will be benefited from your writing.
    Cheers!

  5. you are in reality a just right webmaster. The web site loading speed is incredible.
    It kind of feels that you’re doing any unique trick.

    Moreover, The contents are masterpiece. you have performed a great process in this topic!

Leave a Reply

Your email address will not be published. Required fields are marked *