October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଶରତ ସନ୍ଧ୍ୟାରେ–ଶ୍ରୀକାନ୍ତ ପଣ୍ଡା*

ଶୀର୍ଷକ — ଶରତ ସନ୍ଧ୍ୟାରେ

ଶରତେ ମରତେ କି ଶୋଭା ଚହଟେ
ସନ୍ଧ୍ୟାର ଅଳସ ମେଳେ
ଚାନ୍ଦ ତାରା ମେଳେ ଭସା ବାଦଲରେ
ଅପୂର୍ବ ଆସର ତୋଳେ ।।

କୃଷ୍ଣ ସୁଦାମାର ଓଢଣୀ ଫାଙ୍କରୁ
ସୁନେଲି କିରଣ ଖସେ
ସପ୍ତରଙ୍ଗ ଧାରେ ମେଖଳା ସଜେଇ
ଇନ୍ଦ୍ରଧନୁ ସତେ ହସେ ।।

ତନ୍ଦ୍ରା ଭିଜା ତନୁ ମାଳତୀ, କେତକୀ
କାମିନୀ, କାଞ୍ଚନ, ହେନା
ମୃଦୁ ମୃଗାଙ୍କରେ କାଶତଣ୍ଡି ନାଚେ
ମନ ହୁଏ ଆନମନା ।।

କୁମ୍ଭାଟୁଆ ଭେରି ଗିରି କାନନରେ
ପ୍ରକମ୍ପିତ ଝର ଜଳ
କିଚିରି ମିଚିରି ଶବ୍ଦେ ଆହ୍ଲାଦିତ
ବିହଙ୍ଗର କୋଳାହଳ ।।

ନୀଳ ଜଳଧାରେ ନୀଳ ନଭ ଆଙ୍କେ
ପ୍ରୀତି ପ୍ରତିଛବି ମାଳ
ଶତ ଶୋଭାରାଜି ଶିହରଣ ବୋଳେ
ଶରତ ସନ୍ଧ୍ୟାର କାଳ ।।

ଶ୍ରୀକାନ୍ତ ପଣ୍ଡା
ବସନ୍ତିଆ
ଭଦ୍ରକ

Sreekanta Panda
Basantia
Bhadrak

Loading

6 thoughts on “*ଶରତ ସନ୍ଧ୍ୟାରେ–ଶ୍ରୀକାନ୍ତ ପଣ୍ଡା*

  1. Hello There. I found your weblog the use of msn. This is a really neatly
    written article. I’ll make sure to bookmark it and return to learn extra
    of your useful info. Thank you for the post. I will definitely
    return.

  2. I simply could not go away your website prior to suggesting that I extremely enjoyed the standard information an individual
    provide on your visitors? Is going to be back incessantly to
    check out new posts

  3. What i don’t understood is in reality how you are no longer really much more neatly-favored than you may be
    right now. You’re so intelligent. You already know thus considerably on the
    subject of this subject, made me for my part imagine it from
    numerous various angles. Its like men and women are
    not fascinated except it is something to do with Girl gaga!
    Your personal stuffs excellent. All the time take care of
    it up!

  4. Hi there, just became alert to your blog through Google, and found that it’s really informative.
    I am going to watch out for brussels. I’ll be grateful if you
    continue this in future. Many people will be benefited from your writing.
    Cheers!

  5. you are in reality a just right webmaster. The web site loading speed is incredible.
    It kind of feels that you’re doing any unique trick.

    Moreover, The contents are masterpiece. you have performed a great process in this topic!

Leave a Reply

Your email address will not be published. Required fields are marked *