March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଫାଜିଲ ନାକଚଣା–ମନୋଜ କୁମାର ପଣ୍ଡା*

#ଫାଜିଲ_ନାକଚଣା

ଯେବେ ତୁମକୁ ଦେବାକୁ ଚାହେଁ ନିଷ୍ପାପ ଆଲିଙ୍ଗନ
ତୁମ ଦେହ ବାସୁଥାଏ ଠିକ ଗୋଟେ
ମାଣବସା ମାର୍ଗଶୀର ପରି…..

ଓଃ ତୁମର ସେ ଫାଜିଲ ନାକଚଣା ! ଯାଚିଦିଏ
ମିଠା କଲବଲ ସହ,
ତାଳୁଫଟା ଘସରା ପ୍ରଶ୍ନ ସବୁଥର……

ତୁମର ସେ ପେଜୁଆ ଆଖିର ଅଭିମାନ ରେ
ଭୋଗିଚାଲେ ଭିତରେ ଭିତରେ
ଆଦ୍ୟ ଆଷାଢ଼ ର ମାଟିବାସ୍ନା ସାଙ୍ଗକୁ କଦମ୍ବ ରାହାସ……

ତୁମେତ ଅଜାଡି ଦେଲ ତୁମର ସର୍ବସ୍ୱ
ଆଲିଙ୍ଗନ ମୁଦ୍ରାରେ ଠିକ ସେହି
ଝୁମ୍ପା ଝୁମ୍ପା ପାହାଡ଼ର ଅଣ୍ଟା ପାଖେ …….

କେଇପଟ ପାଣିକାଚ ର ସରାଗ ପାଇଁ
କିଆଁ ଆତ୍ମହତ୍ୟା କରିବାକୁ ବାଧ୍ୟକର
ତୁମ ମନର ଚିରହରିତ ସ୍ବପ୍ନ ମାନଙ୍କୁ ବାରମ୍ବାର…..

ଯଦି ମୋତେ ଭାବୁଥାଅ ତୁମ ହୃଦୟ ର ରାଜକୁମାର,
ପ୍ରସ୍ତୁତ ରୁହ ମୁଁ ଆସିବି ନିଶ୍ଚେ ତୁମ ସ୍ୱପ୍ନରେ
ଠିକ ତୁମକୁ ଅନୁସରି……

ତୁମେ କାହୁଁ ଜାଣିବ ମାଟି ପଞ୍ଜରା ତଳର କଥା
ତୁମେ କାହୁଁ ଜାଣିବ
ଛାଇ ନିଦରେ ଯେବେ ଖୋଜିବୁଲେ ତୁମକୁ
ମିଳେ ଖାଲି ସାହାରାର କଣ୍ଟା ବୁଦା
କ୍ଷତାକ୍ତ ହୁଏ ଯାହା ମୋର ତାଳୁରୁ ତଳିପା…..

*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଏବଂ ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*

 

Loading

8 thoughts on “*ଫାଜିଲ ନାକଚଣା–ମନୋଜ କୁମାର ପଣ୍ଡା*

  1. Thanks for your personal marvelous posting! I definitely enjoyed reading it, you happen to
    be a great author.I will be sure to bookmark your blog and may come back from now on.
    I want to encourage you to continue your great work, have a nice evening!

  2. Link exchange is nothing else however it is only placing the other person’s website link
    on your page at proper place and other person will also do similar in favor of you.

  3. Aw, this was a very good post. Spending some time and actual effort to make a good articleÖ but what can I sayÖ I put things off a lot and never seem to get anything done.

  4. Your means of explaining everything in this piece of writing is really
    good, all be capable of without difficulty understand it, Thanks a lot.

Leave a Reply to Danial Cancel reply

Your email address will not be published. Required fields are marked *