March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଶରତ ସନ୍ଧ୍ୟାରେ–ଡ଼ଃ. ଲଷ୍ମୀକାନ୍ତ ଦାଶ*

🌹ଶରତ ସନ୍ଧ୍ୟାରେ 🌹

ପ୍ରକୃତି ସମ୍ଭାରେ ଏହି ଧରଣୀରେ
ସନ୍ଧ୍ୟା ଯେବେ ଆସେ ନଇଁ
ସ୍ବର୍ଗୀୟ ସୁଷମା ଉପଲବ୍ଧ ହୁଏ
ଶରତ ର ଶୋଭାପାଇଁ ll

ଅପୂର୍ଵ ପୁଲକେ ପରିପୂର୍ଣ୍ଣ ହୁଏ
କାଶତଣ୍ଡି ଦିବ୍ୟକାନ୍ତି
ମଧୁଛନ୍ଦା ମନ ଜାଗେ ପ୍ରତିକ୍ଷଣେ
ପ୍ରକୃତି ଲଭଇ ଶାନ୍ତି ll

ତାରାକୁ ଆଡେଇ ଭସାବାଦଲରେ
ଜହ୍ନଖେଳେ ଲୁଚକାଳି
ଅଭିମାନୀ ପ୍ରିୟା ମୁରୁକି ହସି ଯେ
ପ୍ରୀତିସୁଧା ଦିଏଢାଳି ll

ଶ୍ୟାମଳିମା ଦିଶେ ଶସ୍ୟକ୍ଷେତ ସବୁ
ପରିପୂର୍ଣ୍ଣା ହୁଏ ମାଟି
ତୃପ୍ତିମକରନ୍ଦ ବହିଯାଏ ବକ୍ଷେ
ଧନ୍ୟହୁଏ ଜନ୍ମମାଟି ll

ଅବସ ଦେହଟା ବିଶ୍ରାମ ଖୋଜଇ
ପରିତୃପ୍ତ ହୁଏ ମନ
ଶରତ ର ସନ୍ଧ୍ୟା ଅପସରି ଗଲେ
ଝୁରିହୁଏ ପୁଣି ମନ ll

ଡ଼ଃ. ଲଷ୍ମୀକାନ୍ତ ଦାଶ
Dr. Laxmikanta Dash, HOD, Education, Sukinda College, Sukinda, Jajpur, 9853049055.

Loading

16 thoughts on “*ଶରତ ସନ୍ଧ୍ୟାରେ–ଡ଼ଃ. ଲଷ୍ମୀକାନ୍ତ ଦାଶ*

  1. One important thing is that when you find yourself searching for a education loan you may find that you will want a co-signer. There are many circumstances where this is correct because you could find that you do not employ a past history of credit so the bank will require that you have someone cosign the borrowed funds for you. Thanks for your post.

  2. I am grateful for your post. I would really like to say that the cost of car insurance varies greatly from one coverage to another, given that there are so many different facets which bring about the overall cost. By way of example, the make and model of the car will have a tremendous bearing on the fee. A reliable older family car will have a less expensive premium compared to a flashy expensive car.

  3. Thank you for the good writeup. It in reality used to be a amusement account it.Look complex to far delivered agreeable from you!However, how could we keep in touch?

Leave a Reply to สล็อต เว็บ ตรง ไม่ ผ่าน เอเย่นต์ ไม่มี ขั้น ต่ํา Cancel reply

Your email address will not be published. Required fields are marked *