#ରେ_ମୃତ୍ୟୁ
ରେ ମୃତ୍ୟୁ…….
ଯଦି ପ୍ରସ୍ତୁତ ତୁ ଆସିବାକୁ
ପ୍ରସନ୍ନ ବଦନେ ଆ’…
ଉନ୍ମୁକ୍ତ ଦୁଆର
ସ୍ଵାଗତ ରେ ତୋ’ର
ଛାତିରେ ଲଗାଇ ଯା’…
ଜୀବନ ବାଟରେ ଏଇ ନେପଥ୍ୟରେ
କିଛି ଚାଲିଗଲେ କିଛି ଭୁଲିଗଲେ
କିଛି ଅଭିମାନ କିଛି ଅହମିକା
କେବେ କୋଳାହଳ କେବେ ଏକା ଏକା…।
ଯିଏ ଭୁଲିଯାଏ ସିଏ ଝୁରେ ନାହିଁ
ଯାହା ଖୋଜାଯାଏ ସଦା ମିଳେ ନାହିଁ
ଏଠି ପଶା ବାଜି ଜିତି ହୁଏ ନାହିଁ
ପୁଣି ଜିତିଲେ ବି ମୂଲ୍ୟ ରହେନାହିଁ…….।
ଏଠି ନିଆଁ ଶୀତଳ କୁ ଜଳ ଜାଳେ
କେତେ ପ୍ରଶ୍ନ ଉତ୍ତର ମନ ତଳେ
ସବୁ ଅସଜଡ଼ା ସବୁ ଭଙ୍ଗା ଭଙ୍ଗା
ଥକିଲିଣି; ତୋ’ ବାହୁରେ ଦେ’ ଜାଗା…….।
ରେ ମୃତ୍ୟୁ….
ଯଦି ପ୍ରସ୍ତୁତ ତୁ ଆସିବାକୁ
ପ୍ରସନ୍ନ ବଦନେ ଆ’….।
ପ୍ରସନ୍ନ ବଦନେ ଆ’….।
#ସୁପ୍ରଜିତ୍ ସାହୁ
Greetings! Pretty helpful suggestions in this informative article! It’s the very little adjustments which make the greatest changes. Quite a few many thanks for sharing!
Really appreciate you sharing this post.Thanks Again. Awesome.
I value the article.Thanks Again. Fantastic.
Major thankies for the blog.Thanks Again. Awesome.
Really appreciate you sharing this blog.Really looking forward to read more. Cool.
Hey There. I discovered your blog the use of msn. This is a very well written article. I will be sure to bookmark it and come back to read more of your helpful info. Thank you for the post. I will definitely comeback.
When somebody writes an submit he/she keeps the graphic of a user in his/her Mind that how a person can understand it. So that’s why this publish is wonderful. Many thanks!
Greetings! Really useful guidance inside of this post! It’s the minimal changes that make the greatest variations. A lot of many thanks for sharing!