February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ରେ ମୃତ୍ୟୁ– ସୁପ୍ରଜିତ ସାହୁ*

#ରେ_ମୃତ୍ୟୁ

ରେ ମୃତ୍ୟୁ…….
ଯଦି ପ୍ରସ୍ତୁତ ତୁ ଆସିବାକୁ
ପ୍ରସନ୍ନ ବଦନେ ଆ’…
ଉନ୍ମୁକ୍ତ ଦୁଆର
ସ୍ଵାଗତ ରେ ତୋ’ର
ଛାତିରେ ଲଗାଇ ଯା’…
ଜୀବନ ବାଟରେ ଏଇ ନେପଥ୍ୟରେ
କିଛି ଚାଲିଗଲେ କିଛି ଭୁଲିଗଲେ
କିଛି ଅଭିମାନ କିଛି ଅହମିକା
କେବେ କୋଳାହଳ କେବେ ଏକା ଏକା…।

ଯିଏ ଭୁଲିଯାଏ ସିଏ ଝୁରେ ନାହିଁ
ଯାହା ଖୋଜାଯାଏ ସଦା ମିଳେ ନାହିଁ
ଏଠି ପଶା ବାଜି ଜିତି ହୁଏ ନାହିଁ
ପୁଣି ଜିତିଲେ ବି ମୂଲ୍ୟ ରହେନାହିଁ…….।

ଏଠି ନିଆଁ ଶୀତଳ କୁ ଜଳ ଜାଳେ
କେତେ ପ୍ରଶ୍ନ ଉତ୍ତର ମନ ତଳେ
ସବୁ ଅସଜଡ଼ା ସବୁ ଭଙ୍ଗା ଭଙ୍ଗା
ଥକିଲିଣି; ତୋ’ ବାହୁରେ ଦେ’ ଜାଗା…….।
ରେ ମୃତ୍ୟୁ….
ଯଦି ପ୍ରସ୍ତୁତ ତୁ ଆସିବାକୁ
ପ୍ରସନ୍ନ ବଦନେ ଆ’….।
ପ୍ରସନ୍ନ ବଦନେ ଆ’….।

#ସୁପ୍ରଜିତ୍ ସାହୁ

 593 total views,  1 views today

8 thoughts on “*ରେ ମୃତ୍ୟୁ– ସୁପ୍ରଜିତ ସାହୁ*

Leave a Reply

Your email address will not be published. Required fields are marked *