February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ବାଳିକା ବଧୂ–ରାକେଶ ସାହୁ*

#ବାଳିକା ବଧୂ

ସନେଟ୍_୬
**************************************
ବାଲ୍ୟପ୍ରେମର ବୋହୂଚୋରୀ ଖେଳ ବାଲିଘର ମୁକସାଖି
ମିଛି ମିଛିକା ସେ ବରକନିଆର ହାତ ସଙ୍ଗେ ହାତ ରଖି l
ଶୂନ୍ୟ ଜବାଧାରେ ଶ୍ରଦ୍ଧା ସୁମନରେ ରକ୍ତିମ ସିନ୍ଦୂର ବିନ୍ଦୁ
ହୃଦୟ ବଦଳେ ହୃଦୟ ଦେଇ ତୁ ସାଜିଲୁ ବାଳିକା ବଧୂ l

କୋମଳ ଅଳସ ପାଦରେ ଅଳତା ମୁଖେ ଚନ୍ଦନର ଟୋପା
ସୁଗନ୍ଧରେ ଭରା ଗଭାର ଗଜରା ଅଲିଅଳି ଅପରୂପା l
କୁହୁକିନୀ ରାଣୀ ମୋ ବାଲ୍ୟ ସଙ୍ଗିନୀ ସୁମାଧୁରୀ ପୁଷ୍ପମଧୁ
ହୃଦୟ ବଦଳେ ହୃଦୟ ଦେଇ ତୁ ସାଜିଲୁ ବାଳିକା ବଧୂ l

ଚାରିଆଖି ସିନା ଗୋଟିଏ ସପନ ଦୁଇ ଦେହ ଏକ ପ୍ରାଣ
ଅଢ଼େଇ ଦିନିଆ ଗଳପ ଆମର ରାଗ,ରୁଷା,ଅଭିମାନ l
ଗ୍ରୀଷମ ନିଦାଘେ ଶୀତଳ ପରଶ ତୋ ହାତ କାକର ବିନ୍ଦୁ
ହୃଦୟ ବଦଳେ ହୃଦୟ ଦେଇ ତୁ ସାଜିଲୁ ବାଳିକା ବଧୂ l

ବାଲ୍ୟରୁ କୈଶୋର ଏଵେ ବି ତୁ ମୋର,ସେଇ ପୂର୍ଣ୍ଣମୀ ବିଧୁ
ହୃଦୟ ବଦଳେ ହୃଦୟ ଦେଇ ତୁ ସାଜିଲୁ ବାଳିକା ବଧୂ l
**************************************
ରାକେଶ ସାହୁ, ବର୍ତ୍ତିନୀ, ପୋଲସରା, ଗଞ୍ଜାମ

 262 total views,  1 views today

Leave a Reply

Your email address will not be published. Required fields are marked *