March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*କେଜାଣି ସେପାରିରେ କଣ ଥିବ–ସୁପ୍ରଜିତ୍ ସାହୁ*

#କେଜାଣି_ସେପାରିରେ_କଣ_ଥିବ

ଏଇ ସୂର୍ଯ୍ୟ ଥିବ, ଥିବ ଚନ୍ଦ୍ର ବି !
କାଳେ ପକ୍ଷୀର କାକଳି ଆଉ ଜଳରେ ଶୀତଳତା !
ଥିବ ଶିଶୁର ସୌନ୍ଦର୍ଯ୍ୟ ପୁଣି ପୁଷ୍ପରେ ସୁରଭି !!

ତୁମେ ତ ଯାଇଛ ବନ୍ଧୁ,
ଏକ କୁହୁକୀ ଡାକରେ,
କାଲି ମୁଁ ତା ପରେ ସିଏ।
ହେଲେ, ଏ ପାରିରେ ତ ସାହିତ୍ୟ ଅଛି, କବିତା ଅଛି…..
କେଜାଣି ! ସେ ପାରି ରେ କ’ଣ ଥିବ !!

ଥିବ ଏଇ ରାଜନୀତି, ଏଇ ଆରୋପ !
ଥିବ ନିର୍ଦ୍ଦୋଷର ଅସରା କୋହ !
ଥିବ ଧର୍ଷଣ, ଥିବ କଷଣ ,
ଏ ପାରି ରେ ତ ଦିବସ ଅଛି, ପ୍ରଦୋଷ ଅଛି………..
କେଜାଣି ! ସେ ପାରି ରେ କ’ଣ ଥିବ !!

ଥିବ ଏଇ ମଳୟ ପବନ
ପ୍ରେମିକାର ମନ ଉପବନ
ପ୍ରାର୍ଥନାରେ ଶାନ୍ତି, ଶକ୍ତି ଥିବ
ଗୁରୁଜନେ ଆଦର ସମ୍ମାନ,
ଏ ପାରି ରେ ତ ଯାତନା ଅଛି, ଶାନ୍ତ୍ବନା ଅଛି…..
କେଜାଣି ! ସେ ପାରି ରେ କ’ଣ ଥିବ !!

ଥିବ କାଳେ ମା’ର ମମତା,
ଅମଳିନ ଭାରତୀୟ ଗାଥା,
ଥିବ ଦେହ – ଉଦରର ଭୋକ
ଥିବ ପୁଣି ବିଦାୟର ଶୋକ,
ଏ ପାରି ରେ ତ ତୁମେ ଅଛ, ମୁଁ ଅଛି……
କେଜାଣି ! ସେ ପାରି ରେ କ’ଣ ଥିବ !!

#ସୁପ୍ରଜିତ୍ ସାହୁ

Loading

10 thoughts on “*କେଜାଣି ସେପାରିରେ କଣ ଥିବ–ସୁପ୍ରଜିତ୍ ସାହୁ*

  1. After I originally left a comment I seem to have clicked
    on the -Notify me when new comments are added- checkbox and
    now each time a comment is added I receive four emails with the exact
    same comment. There has to be a way you can remove me from that service?

    Appreciate it!

  2. Its like you read my thoughts! You seem to know a lot approximately this,
    like you wrote the e-book in it or something. I feel that you simply
    could do with a few percent to pressure the message house
    a little bit, however other than that, that is fantastic blog.

    An excellent read. I’ll certainly be back.

  3. I’m not sure why but this weblog is loading
    incredibly slow for me. Is anyone else having this problem or is it a issue on my end?
    I’ll check back later and see if the problem still
    exists.

  4. I am really loving the theme/design of your website.
    Do you ever run into any browser compatibility problems?
    A couple of my blog readers have complained about my site not operating correctly
    in Explorer but looks great in Opera. Do you have any suggestions to help fix this problem?

  5. magnificent issues altogether, you simply gained a brand newreader. What would you suggest about your put up thatyou just made some days in the past? Any sure?

Leave a Reply

Your email address will not be published. Required fields are marked *