April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଏବେ ବି ବଞ୍ଚିଛି-ସୀମାଞ୍ଚଳ ପଣ୍ଡା*

****** *ଏବେ ବି ବଞ୍ଚିଛି!* *******
*************
ସୀମାଞ୍ଚଳ ପଣ୍ଡା
***********

ପରମ୍ପରା    ଛାଡ଼ି    ପାରିବା    କି ବଢ଼ି
ଏବେ ବି   ବଞ୍ଚିଛି   ପ୍ରାଚୀନ  କଳା,
କଳାତ    ଅ’ମୃତ’    ହୋଇବ   କି ମୃତ
ଯେବେସେଶାଶ୍ୱତେ କରଇଲୀଳା।!

ବଞ୍ଚିଛି     ସାହିତ୍ୟ     ନିର୍ମାଣ    କୃତିତ୍ବ
ନୃତ୍ୟ   ଗୀତ   ଚିତ୍ର   ବିଚିତ୍ର  କଳା,
ନୀତି    ପରମ୍ପରା    ଆଦର୍ଶ    ସାହାରା
ବିନା କଳାକେବେ ନକରେ ଭୋଳା,
ଦେବାରେ  ବଞ୍ଚାଇ  ତାକୁ  ସାଥେ ନେଇ
ନେବାରେ  ଆଦରି  ନକରି  ହେଳା,
ପରମ୍ପରା    ଛାଡ଼ି     ପାରିବା    କି ବଢ଼ି
ଏବେ ବି   ବଞ୍ଚିଛି  ପ୍ରାଚୀନ  କଳା।

ବେଦ    ବିଜ୍ଞାନର     ମହା  ଗ୍ରନ୍ଥ  ସାର
ରାମାୟଣ      ମହା ଭାରତ   ପରି,
କଳାର     ମହତ୍ୱ     ଜାଣିଛି     ଜଗତ
ବିଶ୍ୱ  ଗାଏ   ଆଜି   ଭାରତ  ଶିରୀ।

ସୂଚ୍ୟଗ୍ର    ମେଦିନୀ   ମହା ଆଶା  ପୁଣି
ସୃଷ୍ଟି      କରିଥିଲା      ମହାଭାରତ,
ସୂଚ୍ୟଗ୍ର    ଶକତି     ଜାଣିଛି    ଧରତୀ
ପ୍ରସ୍ତରେ  କୋଣାର୍କ   ଅମର  କୃତ୍ୟ,
କଳା   କାରଧାନି    ପ୍ରାଚୀନ   କାହାଣୀ
ସଂସାର   ଜୀବନ  କରଇ  ଭୋଳା,
କଳାତ    ଅ’ମୃତ’    ହୋଇବ   କି ମୃତ
ଯେବେସେ ଶାଶ୍ୱତେ କରଇ ଲୀଳା!

ମୂଳ    ଛାଡ଼ି    ଚୂଳ     ଗତି   ଅନୁକୂଳ
ହୋଇପାରେ କେବେ ସରସ ପଣେ?
ମୂଳ    ରହିଥିବ     ଚୂଳେ    ଗତି ହେବ
ଜୀବନେ   ଶାଶ୍ୱତ   ସମ୍ବନ୍ଧ  ଗୁଣେ!

***************************

ସୀମାଞ୍ଚଳ ପଣ୍ଡା
***************************

 

 

 

Loading

10 thoughts on “*ଏବେ ବି ବଞ୍ଚିଛି-ସୀମାଞ୍ଚଳ ପଣ୍ଡା*

  1. Hmm is anyone else having problems with the pictures on this blog loading?I’m trying to figure out if its a problem on my end or if it’s the blog.Any responses would be greatly appreciated.Here is my blog :: fat loss diet

  2. Tremendous things here. I’m very happy to peer yourarticle. Thank you a lot and I’m taking a look forward to touch you.Will you kindly drop me a mail?

  3. I blog frequently and I truly appreciate your information. The article has really peaked my interest. I will book mark your blog and keep checking for new information about once per week. I opted in for your RSS feed too.

Leave a Reply to have a look at Cancel reply

Your email address will not be published. Required fields are marked *