****** *ଏବେ ବି ବଞ୍ଚିଛି!* *******
*************
ସୀମାଞ୍ଚଳ ପଣ୍ଡା
***********
ପରମ୍ପରା ଛାଡ଼ି ପାରିବା କି ବଢ଼ି
ଏବେ ବି ବଞ୍ଚିଛି ପ୍ରାଚୀନ କଳା,
କଳାତ ଅ’ମୃତ’ ହୋଇବ କି ମୃତ
ଯେବେସେଶାଶ୍ୱତେ କରଇଲୀଳା।!
ବଞ୍ଚିଛି ସାହିତ୍ୟ ନିର୍ମାଣ କୃତିତ୍ବ
ନୃତ୍ୟ ଗୀତ ଚିତ୍ର ବିଚିତ୍ର କଳା,
ନୀତି ପରମ୍ପରା ଆଦର୍ଶ ସାହାରା
ବିନା କଳାକେବେ ନକରେ ଭୋଳା,
ଦେବାରେ ବଞ୍ଚାଇ ତାକୁ ସାଥେ ନେଇ
ନେବାରେ ଆଦରି ନକରି ହେଳା,
ପରମ୍ପରା ଛାଡ଼ି ପାରିବା କି ବଢ଼ି
ଏବେ ବି ବଞ୍ଚିଛି ପ୍ରାଚୀନ କଳା।
ବେଦ ବିଜ୍ଞାନର ମହା ଗ୍ରନ୍ଥ ସାର
ରାମାୟଣ ମହା ଭାରତ ପରି,
କଳାର ମହତ୍ୱ ଜାଣିଛି ଜଗତ
ବିଶ୍ୱ ଗାଏ ଆଜି ଭାରତ ଶିରୀ।
ସୂଚ୍ୟଗ୍ର ମେଦିନୀ ମହା ଆଶା ପୁଣି
ସୃଷ୍ଟି କରିଥିଲା ମହାଭାରତ,
ସୂଚ୍ୟଗ୍ର ଶକତି ଜାଣିଛି ଧରତୀ
ପ୍ରସ୍ତରେ କୋଣାର୍କ ଅମର କୃତ୍ୟ,
କଳା କାରଧାନି ପ୍ରାଚୀନ କାହାଣୀ
ସଂସାର ଜୀବନ କରଇ ଭୋଳା,
କଳାତ ଅ’ମୃତ’ ହୋଇବ କି ମୃତ
ଯେବେସେ ଶାଶ୍ୱତେ କରଇ ଲୀଳା!
ମୂଳ ଛାଡ଼ି ଚୂଳ ଗତି ଅନୁକୂଳ
ହୋଇପାରେ କେବେ ସରସ ପଣେ?
ମୂଳ ରହିଥିବ ଚୂଳେ ଗତି ହେବ
ଜୀବନେ ଶାଶ୍ୱତ ସମ୍ବନ୍ଧ ଗୁଣେ!
***************************
ସୀମାଞ୍ଚଳ ପଣ୍ଡା
***************************
Hmm is anyone else having problems with the pictures on this blog loading?I’m trying to figure out if its a problem on my end or if it’s the blog.Any responses would be greatly appreciated.Here is my blog :: fat loss diet
Tremendous things here. I’m very happy to peer yourarticle. Thank you a lot and I’m taking a look forward to touch you.Will you kindly drop me a mail?
Thank you for the auspicious writeup. It in reality was a enjoymentaccount it. Glance complicated to far delivered agreeable from you!However, how could we communicate?
I really liked your blog post. Really Cool.
Thanks-a-mundo for the blog post.Really looking forward to read more. Great.
I loved your blog article. Awesome.
I value the blog.Much thanks again. Much obliged.
Excellent blog you have got here.. It?s difficult to find excellent writing like yours nowadays.I honestly appreciate individuals like you! Take care tips!!
I really like and appreciate your blog post.Much thanks again. Really Great.
I blog frequently and I truly appreciate your information. The article has really peaked my interest. I will book mark your blog and keep checking for new information about once per week. I opted in for your RSS feed too.