February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଏବେ ବି ବଞ୍ଚିଛି-ସୀମାଞ୍ଚଳ ପଣ୍ଡା*

****** *ଏବେ ବି ବଞ୍ଚିଛି!* *******
*************
ସୀମାଞ୍ଚଳ ପଣ୍ଡା
***********

ପରମ୍ପରା    ଛାଡ଼ି    ପାରିବା    କି ବଢ଼ି
ଏବେ ବି   ବଞ୍ଚିଛି   ପ୍ରାଚୀନ  କଳା,
କଳାତ    ଅ’ମୃତ’    ହୋଇବ   କି ମୃତ
ଯେବେସେଶାଶ୍ୱତେ କରଇଲୀଳା।!

ବଞ୍ଚିଛି     ସାହିତ୍ୟ     ନିର୍ମାଣ    କୃତିତ୍ବ
ନୃତ୍ୟ   ଗୀତ   ଚିତ୍ର   ବିଚିତ୍ର  କଳା,
ନୀତି    ପରମ୍ପରା    ଆଦର୍ଶ    ସାହାରା
ବିନା କଳାକେବେ ନକରେ ଭୋଳା,
ଦେବାରେ  ବଞ୍ଚାଇ  ତାକୁ  ସାଥେ ନେଇ
ନେବାରେ  ଆଦରି  ନକରି  ହେଳା,
ପରମ୍ପରା    ଛାଡ଼ି     ପାରିବା    କି ବଢ଼ି
ଏବେ ବି   ବଞ୍ଚିଛି  ପ୍ରାଚୀନ  କଳା।

ବେଦ    ବିଜ୍ଞାନର     ମହା  ଗ୍ରନ୍ଥ  ସାର
ରାମାୟଣ      ମହା ଭାରତ   ପରି,
କଳାର     ମହତ୍ୱ     ଜାଣିଛି     ଜଗତ
ବିଶ୍ୱ  ଗାଏ   ଆଜି   ଭାରତ  ଶିରୀ।

ସୂଚ୍ୟଗ୍ର    ମେଦିନୀ   ମହା ଆଶା  ପୁଣି
ସୃଷ୍ଟି      କରିଥିଲା      ମହାଭାରତ,
ସୂଚ୍ୟଗ୍ର    ଶକତି     ଜାଣିଛି    ଧରତୀ
ପ୍ରସ୍ତରେ  କୋଣାର୍କ   ଅମର  କୃତ୍ୟ,
କଳା   କାରଧାନି    ପ୍ରାଚୀନ   କାହାଣୀ
ସଂସାର   ଜୀବନ  କରଇ  ଭୋଳା,
କଳାତ    ଅ’ମୃତ’    ହୋଇବ   କି ମୃତ
ଯେବେସେ ଶାଶ୍ୱତେ କରଇ ଲୀଳା!

ମୂଳ    ଛାଡ଼ି    ଚୂଳ     ଗତି   ଅନୁକୂଳ
ହୋଇପାରେ କେବେ ସରସ ପଣେ?
ମୂଳ    ରହିଥିବ     ଚୂଳେ    ଗତି ହେବ
ଜୀବନେ   ଶାଶ୍ୱତ   ସମ୍ବନ୍ଧ  ଗୁଣେ!

***************************

ସୀମାଞ୍ଚଳ ପଣ୍ଡା
***************************

 

 

 

 400 total views,  1 views today

10 thoughts on “*ଏବେ ବି ବଞ୍ଚିଛି-ସୀମାଞ୍ଚଳ ପଣ୍ଡା*

  1. Hmm is anyone else having problems with the pictures on this blog loading?I’m trying to figure out if its a problem on my end or if it’s the blog.Any responses would be greatly appreciated.Here is my blog :: fat loss diet

  2. Tremendous things here. I’m very happy to peer yourarticle. Thank you a lot and I’m taking a look forward to touch you.Will you kindly drop me a mail?

  3. I blog frequently and I truly appreciate your information. The article has really peaked my interest. I will book mark your blog and keep checking for new information about once per week. I opted in for your RSS feed too.

Leave a Reply

Your email address will not be published. Required fields are marked *