Oct
2020
28
ମୁଁ ଏବେ ଆଧୁନିକ
ମୁଁ ଏବେ ଆଧୁନିକ ନଡିଆ ତେଲକୁ ଆଉ ଲଗାଉନି ଫର୍ ଫର୍ ହେଇ ଚୁଟି ଉଡୁଛି, ସାଲୱାର୍ କମିଜ୍ ପିନ୍ଧୁନାହିଁ ମୁଁ ଜିନ୍ସ ପିନ୍ଧିକି ଚାଲିଯାଉଛି। ପାରାଗନ୍ ଜୋତା ଚୁଲିକୁ ଗଲାଣି ପେନସିଲ୍ ହିଲ୍ କିଣିସାରିଛି, ଶିଖିଗଲିଣି ମୁଁ ଇଂରାଜୀ କହିବା ଥଙ୍ଗ ଥଙ୍ଗ ହୋଇ କହିଦଉଛି। କଳାବିନ୍ଦି ଦେଖି ଖୁସି ହଉନି ମୁଁ ପାର୍ଲର ରାସ୍ତା ଜାଣିଗଲିଣି,