Oct
2020
27
ମୋ ଭାଷା ଓଡ଼ିଆ ଆଜି
🙏ମୋ ଭାଷା ଓଡ଼ିଆ ଆଜି… 🙏 ଚକ୍ରବ୍ୟୁହ ମଧ୍ୟେ ଫସି ଯାଇଅଛି ଓଡ଼ିଆ ଭାଷାଟି ଆଜି, ବିଦେଶୀ ଭାଷାର ଖଣ୍ଡି ପ୍ରଭାବରେ ବାବୁ ସାହେବକୁ ସାଜି । ଡାଡି ମମି ଠାରୁ ଆରମ୍ଭ ହୋଇଣ ଗୁଡ୍ ନାଇଟ୍ ପର୍ଯ୍ୟନ୍ତ, ଏଥିରେ ସାମିଲ୍ ହେବାପାଇଁ କିମ୍ପା ନେଇଥାଆନ୍ତି ସିଦ୍ଧାନ୍ତ । ଓଡ଼ିଆ ବୋଲିଣ ଗର୍ବ କରୁଥାଉ ଲୋକ ଦେଖାଣିଆ ଏହା,