December 01, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Oct
2020
28

ଫୁଲେଇ ଫୁଲ

*ଫୁଲେଇ ଫୁଲ* ************************** କେଉଁ ଏକ ଇପ୍ସିତ ପୃଥିବୀରୁ ଫୁଟି ଆସିଥିବା ରାତିର ରଜନୀଗନ୍ଧା ତୁମେ ଚନ୍ଦ୍ରମାର ଚର୍ଚ୍ଚିତ କିରଣରେ ଛାଇ ଛବିର ବାସ୍ନା ପୁଣି ଅଭିମାନିନୀ କୁଆଁରୀ ଫୁଲ ରୂପ ବଗିଚାର ରାଣୀ ……. ଏଠି ସ୍ବପ୍ନର ଲହଡି ଭିତରେ ତୁମେ କେବେ ଆସ ଝାପ୍ସା ଝାପ୍ସା ଇଚ୍ଛା ମାନଙ୍କରେ ପୂର୍ଣ୍ଣତା ଆଣ ନୂଆ ଫୁଟି ଉଠି

 338 total views