Oct
2020
28
ଫୁଲେଇ ଫୁଲ
*ଫୁଲେଇ ଫୁଲ* ************************** କେଉଁ ଏକ ଇପ୍ସିତ ପୃଥିବୀରୁ ଫୁଟି ଆସିଥିବା ରାତିର ରଜନୀଗନ୍ଧା ତୁମେ ଚନ୍ଦ୍ରମାର ଚର୍ଚ୍ଚିତ କିରଣରେ ଛାଇ ଛବିର ବାସ୍ନା ପୁଣି ଅଭିମାନିନୀ କୁଆଁରୀ ଫୁଲ ରୂପ ବଗିଚାର ରାଣୀ ……. ଏଠି ସ୍ବପ୍ନର ଲହଡି ଭିତରେ ତୁମେ କେବେ ଆସ ଝାପ୍ସା ଝାପ୍ସା ଇଚ୍ଛା ମାନଙ୍କରେ ପୂର୍ଣ୍ଣତା ଆଣ ନୂଆ ଫୁଟି ଉଠି