Oct
2020
25
*ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ଭେଟିବା ଯୁବ ପ୍ରତିଭା ସୁଶ୍ରୀ ରାଧାରାଣୀ ସରକାର ଙ୍କୁ*
ପ୍ରଶ୍ନ:-୧:– ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ସତ୍ୟ ହଁ ସାହିତ୍ଯ | ଏହି ଜଗତର ସତ୍ଯ କୁ ବୁଝି , ବୁଝାଇ ଆମ ଜୀବନକୁ ଯାହା ସରଳ କରେ ତାହା ସାହିତ୍ୟ | ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ? ଉତ୍ତର:-ମୁଁ ସପ୍ତମ ପଢୁଥିବା ସମୟରେ ସ୍ବର୍ଗତ ସୁରେନ୍ ପରିଡ଼ା ସାର୍