Oct
2020
18
ସମ୍ୟକ ଆଲୋଚନା(ପୁସ୍ତକ ର ମୁଖବନ୍ଧ)
ପ୍ରାକ୍ ଭାଷ ଜ୍ୟୋତି ସାହୁ । ସିମୁଳିଆ ମହାବିଦ୍ୟାଳୟ ,ମାର୍କୋଣାର ଯୁକ୍ତ ତିନି ଓଡିଆ ଭାଷା ସାହିତ୍ୟ ବିଭାଗର ଶେଷ ବର୍ଷର ଛାତ୍ରୀ । କବିତା ପ୍ରତି ତାଙ୍କର ଅନୁରାଗ ଥିବା ମୁଁ ଜାଣିଥିଲି। କବିତା ପଢିବା , କବିତା ରଚନା କରିବା ମଧ୍ୟରେ ସାହିତ୍ୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଭାଗ ପ୍ରବନ୍ଧରେ ପ୍ରବନ୍ଧମନସ୍କ ହେବା ମୋତେ