May
2021
19
*ଦିନେ ତୁମେ ଫେରିବ– ବନଜା ନନ୍ଦିନୀ ମିଶ୍ର*
କବିତା -“ଦିନେ ତୁମେ ଫେରିବ ” ************************** ହେ ସମୟ ମୁଁ ଜାଣେ ତୁମ ହାତେ ଡୋରି.. ସତେ କଣ ତୁମେ ବଦଳି ଯାଇଛ ଆଉ ସାଥିରେ ନେଇଯାଇଛ ଗାଁ ର ବାସ୍ନା, ମାଆ ର ମୋହ ଘରଅଗଣା, ସାଙ୍ଗସାଥୀ, ତୋଟାମାଳ, ଅଭୁଲା ସ୍ମୃତି ଏନ୍ତୁଡ଼ିଶାଳ, ଗୁରୁଜୀଙ୍କ ମାଡ଼ ଆଉ ତାଙ୍କ ବେତବାଡ଼ି…… ନଈପଠାରେ ସୋରିଷ ଫୁଲର ବାସ.