May
2022
26
ପ୍ରେମ ହିଁ କେବଲମ୍ — ଅଶୋକ କୁମାର ନାୟକ
କବିତାର ଶୀର୍ଷକ :- ” ପ୍ରେମ ହିଁ କେବଳମ୍” —————————- ପ୍ରେମ ଶବ୍ଦ ଏକ ଈଶ୍ବର ପ୍ରଦତ୍ତ ପ୍ରେମର ଅର୍ଥ ପବିତ୍ର, ପ୍ରେମର ନ ଥାଏ ରଙ୍ଗ ଭଳି ଭଳି ନ ଥାଏ ବି ଜାତି ଗୋତ୍ର । ପ୍ରେମ ଗୋଟେ ଫୁଲ ଭାରି ସୁନ୍ଦର ସେ ଆକର୍ଷଣ ଲାଗେ ଭାରି, ଛୁଇଁ ଦେଲେ ଥରେ ସରମି